ଜାଣନ୍ତୁ କଣ କହିଲେ ! ଶିଖର ଧୱନ ପତ୍ନି ଆୟଶା ବିରଟଙ୍କୁ ନେଇ ଯେଁଉଥିପାଇଁ ଅନୁସ୍କା ଚାପୁଡା ମାରିବାକୁ ପଛେଇଲେ ନାହିଁ

ଖେଳ

ଗତ କାଲି ଠାରୁ ଆରମ୍ଭ ହେଇଥିଲା ୱେଷ୍ଟଇଣ୍ଡିଜ୍ ଓ ଭାରତ ବିପକ୍ଷରେ ଦୁଇଟି ମ୍ୟାଚ ତେବେ ଏହି ମ୍ୟାଚରେ ପ୍ରଥମଥର ପାଇଁ ଖେଳା ଯାଉଛି ଗୁଜୁରାଟର ରାଜକୋଟ ଠାରେ । ହେବ ବୋଲି ଜଣା ପଡିଛି । ତେବେ ଏଥି ପାଇଁ ଏସିଆ କପରେ ବହୁତ ଭଲ ଖେଳିଥିବା ଶିଖର ଓ ରହିତ ଙ୍କ ବହୁତ ଭଲ ପ୍ରଦର୍ଶନ ପରେ ଏବେ ଏହି ମେଚରେ ଏହି ଦୁହିଁଙ୍କୁ ପଚାରିବାର ନାହିଁ ।

ତେବେ ଗତ ଟେଷ୍ଟରେ କେହି ଖେଳାଳି ନଥିବାରୁ ଏଥିରେ ଏବେକା ସମୟରେ ଖେଳାଳିଙ୍କ କାହାଳି ପଡିଛି । ବର୍ତ୍ତମାନ ସମୟରେ ଏମିତିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହୋଇ ଥିବା ପୂର୍ବର ମ୍ୟାଚରେ ଶେଖର ଆସିବା ରୁ ଏହି ମ୍ୟାଚର ବହୁତ ଖରାପ ପ୍ରଦର୍ଶନ କରିଥିଲେ ତ ଖାସ ଏଇଥି ପାଇଁ ଏବେ ଏହି ମ୍ୟାଚରେ ଶେଖରଙ୍କୁ ବି ଯୋଗ ଦେବା ପାଇଁ ପଡିବ ।

Loading...

ତେବେ ଆମେ ଆପଣଙ୍କୁ କହି ଦେଉଛି କି ଏହି ଖେଳରେ ଶେଖର ଙ୍କୁ ଯୋଗ କରିବାରେ ଆଉ ଗୋଟିଏ ବି କାରଣ ରହିଛି ବୋଲି ଗୋଟିଏ ହିନ୍ଦି ପେପର ର ରିପର୍ଟର କହିଛନ୍ତି । ଏମାନଙ୍କ ଅନୁଯାୟୀ ଆମେ ଆପଣଙ୍କୁ କହି ଦେଉଛୁ କି ଗତ ଇଂଲଣ୍ଡ ଗସ୍ତରେ ବିରାଟ କୋଇଲିଙ୍କ ପତ୍ନୀ ଅନୁସ୍କାଙ୍କ ସହିତ ଶେଖରଙ୍କ ପତ୍ନୀ ଆୟଶାଙ୍କ ଭିତରେ ବହୁତ ବଡ ଝଗଡା ହେଇ ଥିବାର ଜଣାଇଛନ୍ତି ।

ଏପରି ବେଳେ ସେମାନେ ବହୁତ ଯୁକ୍ତି ତର୍କ ଲାଗିଥିବାର ଜଣା ପଡିଥିଲା ଓ ଏପରି ଭାବେ  କଣ ପାଇଁ ଏମାନଙ୍କ ମଧ୍ୟରେ ଝଗଡା ହୋଇଥିଲା ପରେ ଜଣା ପଡିଛି କି  ଅନୁସ୍କା ଶେଖର ଙ୍କ ପତ୍ନୀ ଙ୍କୁ ତାଙ୍କର ପରିବାର ବିଷୟରେ କିଛି ଓଲଟା ସିଧା କହିଥିଲେ ଓ ଖାସ ସେଇଥି ପାଇଁ ଏପରି ହୋଇ ଥିବା ର ଜଣା ପଡିଛି ।

ଏପରି ବେଳେ ଝଗଡା ଆଗକୁ ବଢାଇବାରେ ଏକ ବଡ ଭୁମିକା ଗ୍ରହଣ କରିଛନ୍ତି ଶେଖର ବୋଲି ଜଣା ପଡିଛି । ଏପରି ବେଳେ ଜଣା ପଡିଛି କି ଅନୁସ୍କା ଓ ଆୟଶାଙ୍କ ସୋସିଆଲ ନେଟୱର୍କ ରେ ଫୋଲ କରିବା ବି ବନ୍ଦ କରିବାର ଜଣା ପଡିଛି ।

ଏପରି ବେଳେ ଏହି ଭଳି ପରିସ୍ଥିତିରେ ଆହୁରି ବି ଗୋଟିଏ ବଡ ଖବର ଜଣା ପଡିଛି କି ଆମ ଭାରତୀୟ ଖେଳାଳି ମାନଙ୍କୁ ଅନୁସ୍କାଙ୍କ ଉପସ୍ଥିତିରେ କାହାରି କୁ ବି ଭଲ ଲାଗୁ ନାହିଁ ।

କାରଣ ଏପରି କ୍ଷେତ୍ରରେ ସବୁ ସମୟରେ ଅନୁସ୍କା ବି ବହୁତ ସମୟରେ ଟିମରେ ଯୋଗ ଦିଅନ୍ତି ଖାସ ସେଇଥି ପାଇଁ ଏପରି ହୋଇ ଥିଲା ଝଗଡା ଓ ତେବେ ଦେଖା ଯାଉ ଆଗକୁ କଣ କଣ ହେଉଛି ଏହି ନେଇ କିନ୍ତୁ ଏହି ନେଇ ବି,ସି ସି ଆଇ ଖଣ୍ଡନ କରିଛି ଏହି କଥା କୁ ।

Loading...
Share It
  • 83
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.