ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା:କଟକରେ ଚାଞ୍ଚଲ୍ୟ

ଓଡିଶା ନ୍ୟୁଜ୍

ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା:କଟକରେ ଚାଞ୍ଚଲ୍ୟ 
 
କଟକ : କଟକ ଶୁଦସାଇଲୋ ଗାଁରୁ ନାବାଳିକା ନିଖୋଜ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ପୋତା ଯାଇଥିବା କୁହାଯାଇଛି। ଏନେଇ ସୁରାକ ମିଳିବା ପରେ ଏଥିରେ ସଂପୃକ୍ତ ୩ଜଣଙ୍କୁ ଅଟକ ରଖି ଗୋବିନ୍ଦପୁର ପୋଲିସ ପଚରାଉଚରା କରୁଛି। କୁଣ୍ଡାଗାଁରେ ମୃତଦେହ ପୋତା ଯାଇଥିବା ଜଣାପଡିବା ପରେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସ ଯାଇଛନ୍ତି।  ଏହାପରେ ମୃତ ଦେହକୁ ଉଦ୍ଧାର କରାଯିବ।  ଗତ ଫେବ୍ରୁଆରୀ ୧୧ ତାରିଖରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ। ଏହିପରି ଵିଭଛତା କାର୍ଯ୍ୟକ୍ରମ ରେ ଲିପ୍ତଥିବା ଆସାମୀ ମାନଙ୍କୁ ଉଚିତ ଦଣ୍ଡବିଧାନ ହେଵା ଆବଶ୍ୟକ ବୋଲି ସାଧାରଣରେ ଦାବି କରା ଯାଇଛି i
  

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.