ଫେସବୁକ ର ବ୍ୟବହାର ପ୍ରାୟ ସମସ୍ତେ କରୁଛନ୍ତି , ନିଜ ବନ୍ଧୁ ଆଉ ଆତ୍ମୀୟ ମାନଙ୍କ ସହ ଯୋଡି ରହିବାର ଏହା ଏକ ଭଲ ମାଧ୍ୟମ ! ଆପଣ କେବେ ବି ଚାଂହିବେନି ଆପଣଙ୍କ ଏକାଉଣ୍ଟ ବନ୍ଦ ହୋଉ ବା ବ୍ଲକ ହେଉ ! ହୁଏତ ଆପଣ ଜାଣିନାହାନ୍ତି କି ଆପଣଙ୍କ ଟିକିଏ ଭୁଲ ଆପଣଙ୍କ ଏକାଉଣ୍ଟ ସବଇଦିନ ପାଇଁ ବନ୍ଦ ହେଇପାରେ ! ଆଜି ଆମେ ଆପଣଙ୍କୁ ୫ଟି କାରଣ କହିବାକୁ ଯାଉଛୁ ଯାହା ଆପଣଙ୍କ ଏକାଉଣ୍ଟ ବନ୍ଦ କରିପାରେ !
ଅଧିକ ଗ୍ରୁପ ରେ ସାମିଲ ହେବା :-
ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି ତାହେଲେ ନିଶ୍ଚୟ ଭାବରେ କୌଣସି ଗ୍ରୁପ ରେ JOIN କରିଥିବେ ! କହିବାକୁ ଗଲେ କିଛି ଲୋକ ନିଜ ଫାଇଦା ଆଉ ବହୁତ ଲିକ୍ସ ପାଇବା ପାଇଁ ବହୁତ ସାରା ଗ୍ରୁପ ରେ Join କରନ୍ତି କିନ୍ତୁ ଆପଣ ଜାଣି ନାହାନ୍ତି ଯଦି ଆପଣଙ ୨୦୦ ରୁ ଅଧିକ ଗ୍ରୁପ ରେ ଜୋଇଁ କରୁଛନ୍ତି ତାହେଲେ ଆପଣଙ୍କ ଏକାଉଣ୍ଟ ସବୁ ଦିନ ପାଇଁ ବନ୍ଦ କରାଯିବ !
ପୋକ କରିଲେ :-
ପୋକ ଫେସବୁକ ର ଗୋଟେ ଫିଚର ଅଟେ ,ଆମେ ତାକୁ ସେତେବେଳେ ବ୍ୟବହାର କରୁ ଯେତେ ବେଳେ ଆମେ କାହାକୁ ମାନେ ପକାଉ ବା ତା ଧ୍ୟାନ କୁ ଆମ ଆଡକୁ ଆକର୍ଷିତ କରିବାକୁ ଚାଁହୁଥିଲେ ! ଯଦି ଆପଣ କିଛି ଲୋକଙ୍କୁ ପୋକ କରୁଛନ୍ତି ତା ଠିକ ଅଛି ଯଦି ଆପଣ ଏକ ଠାରେ ବହୁତ ଜଣଙ୍କୁ ପୋକ କରୁଛନ୍ତି ତାହେଲେ ଆପଣଙ୍କ ଏକାଉଣ୍ଟ ବନ୍ଦ କରିଦିଆଯିବା !
ଆପତ୍ତିଜନକ ପୋଷ୍ଟ :-
ଫେସବୁକ ଏକ ବହୁତ ବଡ ପ୍ଲଟଫୋରମ୍ରେ , ଏଠାରେ କାହାକୁ ବି କିଛି ଜିନିଷ ପହଞ୍ଚାଇବାକୁ ବହୁତ କମ ସମୟ ଲାଗେ ! କିଛି ଲୋକ ଏହାର ଭୁଲ ପ୍ରୟୋଗ କରି ଆପତ୍ତିଜନକ ପୋଷ୍ଟ ଏବଂ ମିଛ ଖବର ଅହଞ୍ଚାଉଛନ୍ତି ! ଫେସବୁକ ରେ ଆଡଲ୍ଟ ଆଉ porn କଣ୍ଟେଣ୍ଟ ଛାଡ଼ୁଛନ୍ତି କିଛି ଲୋକ ତା ଏହି ଭଳି ପୋଷ୍ଟ କୁ ଶେୟର ବି କରିନିଅନ୍ତି ! କିନ୍ତୁ ଆପଣ ଜାଣିଛନ୍ତି କି ଏହା ଦ୍ୱାରା ଆପଣଙ୍କ ଏକାଉଣ୍ଟ କୁ ବ୍ଲକ କରିଦିଆଯିବା !
ଅଭ୍ରାନ୍ତ କଣ୍ଟେଣ୍ଟ :-
କାହାକୁ ଅପମାନ କରିବା ଭଳି ପୋଷ୍ଟ ଫେସବୁକ ରେ କରନ୍ତୁ ନାହିଁ ! ଆଉ ଏହି ଭଳି କଣ୍ଟେଣ୍ଟ କିଏ ଆପଣଙ୍କୁ tag କରୁଛନ୍ତି ଯଦି ନିଜ ଟାଇମଲାଇନ କୁ ଆସିବାକୁ ଦିଅନ୍ତୁ ନାହିଁ ! ଏହା ଦ୍ୱାରା ଫେସବୁକ ର ପଲିସି ଉଲଘଂନ ହେଉଛି ଏହି ଭଳି ପୋଷ୍ଟ ଠାରୁ ନିଜକୁ ଦୂରରେ ରଖନ୍ତୁ
ଭୁଲ ପାସ୍ୱାର୍ଡ :-
ବହୁଥର ଏମିତି ହୋଇଥାଏ କି ଆମେ ଆମର ପାସ୍ୱାର୍ଡ ଭୁଲିଯାଇଥାଉ ଆଉ ରିସେଟ କରିବା ବଦଳରେ ଭୁଲ ପାସ୍ୱାର୍ଡ କୁ ବାରମ୍ବାର ମାରିଥାଉ ଯାହାକି ଭୁଲ ଅଟେ ଏମିତି ବାରମ୍ବାର କରିବାଦ୍ୱାରା ଫେସବୁକ ତାକୁ ବ୍ଲକ କରିଦିଏ
- 110Shares