ଏପରି ଗଲୁଆଯୁବକଙ୍କ ଠେଙ୍ଗାକୁ ହାଣିଦେଲେ ଦୁଷ୍କର୍ମ କମିବ ,ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଓଡିଶା ନ୍ୟୁଜ୍

 

                                     ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବାରିପଦା:- ଉଦଳା ଗ୍ରାମର ଗଲୁଆ ଯୁବକ ସତ୍ୟେନ୍ଦୁ ଜେନା । ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ବାରିପଦା ସହର ୱାର୍ଡ ନମ୍ବର ୧୯ ଅଞ୍ଚଳର ଜଣେ ମହିଳା । ପିଡୀତଙ୍କ କହିବା ଅନୁଯାୟୀ ଉଦଳା ଦୁଗ୍ଧା ଗ୍ରାମର ସତ୍ୟେନ୍ଦୁ ଜେନା ନାମକ ଜଣେ ବ୍ୟକ୍ତି ଚାକିରୀ କରାଇଦେବେ ବୋଲି କହି ପୁରୀ କୁ ନେଇଥିଲେ ଏବଂ ସେଠାରେ ଏକ ହୋଟେଲରେ ତାଙ୍କୁ ରଖି ଦୁଷ୍କର୍ମ କରିଥିଲେ । ସେଠାରେ ଘଟିଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଚିତ୍ର ମଧ୍ୟ ମୋବାଇଲରେ ଉତ୍ତୋଳନ କରିଥିଲେ । ତେବେ ଏହି ପରି କେତେ ଥର ଯୁବକର କଣ୍ଡୁ ଉଠିଚି ଠିକ୍ ସେ କହି ହେବ ନାହିଁ । ଏହି ଥରକର ଲମ୍ବାଫର୍ଦ୍ଦ ଏହିପରି ଲେଉଟା ଚାଲିଛି । ତାହା ତଦନ୍ତରୁ ଯାହା ଜଣା ପଡିବ । ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଦୁଷ୍କର୍ମ ବିଷୟରେ ପ୍ରକାଶ କରିବାକୁ ବାରଣ କରିଥିବା ସହ ଧମକ ଚମକ ଦେବା, ଜୀବନରୁ ମାରିଦେବା ଏବଂ ଅନ୍ତରଙ୍ଗ ମୁହୁର୍ତ୍ତ ର ଭିଡିଓ କୁ ଭାଇରାଲ କରିଦେବେ ବୋଲି କହିଥିଲେ । ତେବେ ୫ମାସ ଧରି ମହିଳା ଜଣକ ଧମକ ଚମକ ପାଇବା ପରେ ଆଜି ବାଧ୍ୟ ହୋଇ ବାରିପଦା ଟାଉନଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଟାଉନ ପୋଲିସର ଏକ ଟିମ୍ ତୁରନ୍ତ ଉଦଳା ଦୁଗ୍ଧା ଗାଁ କୁ ଯାଇ ଅଭିଯୁକ୍ତ ଗଲୁଆ ସତ୍ୟେନ୍ଦୁକୁ ଗିରଫ କରିବା ସହ ତାଙ୍କୁ ବାରିପଦା ଥାନା କୁ ଆଣି ତଦନ୍ତ ଆରମ୍ଭ କରିଛି । ଏବାବଦରେ ଟାଉନଥାନାରେ କେଶ୍ ନମ୍ବର ୪୦୧/୨୦ ରେ ଭାତତୀୟ ପିଙ୍ଗଳ ଧାରା ୩୭୬(୨)(ନ) ଏବଂ ୫୦୬ ଦଫା ଲଗାଇ ତଦନ୍ତ ଜାରୀ ରହିଛି । ତେବେ ଏପରି ଅପ ସଂସ୍କାରିତ ଗଲୁଆ ଯୁବକ ମାନଙ୍କ ଠେଙ୍ଗାକୁ ଚାପରେ ହାଣିଦେଲେ ଦୁଷ୍କର୍ମ କମିବ ବୋଲି ସାଧାରଣରେ ଅଲୋଚନା ହେଉଛି ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.