ଏହି ସବୁ ହେଉଛି ଆଗକୁ ଆସୁଥିବା ବିପଦର ସଙ୍କେତ, ଜାଣନ୍ତୁ କଣ ଏହି ସଙ୍କେତ ?

ଜୀବନଚର୍ଯ୍ୟା

ଆମ ଦୈନ ଦିନ ଜୀବନରେ କିଛି କିଛି ଘଟି ଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଘଟେ ଯାହା ଆମେ କେବେବି ଚିନ୍ତା କରି ନଥାଉ। ଏହି ସବୁ ଘଟଣା ଆଗକୁ ଆସୁଥିବା ଅସୁବିଧାର ସଙ୍କେତ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ସଙ୍କେତ ବିଷୟରେ ଯାହା ଆଗକୁ ଆସୁଥିବା ବିପଦ ବିଷୟରେ ସୂଚନା ଦେଇଥାଏ ।

1.ଯଦି ଆପଣଙ୍କ ପରିବାରରେ କେହି ଜଣେ ହଟାତ ରୋଗ ଗ୍ରସ୍ତ ହେଇଛନ୍ତି ବା ବହୁଦିନ ଧରି ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ଜମା ଭଲ ହେଇନାହିଁ ତେବେ ଏହା ଆଗକୁ ଆସୁଥିବା ବିପଦ ର ସଙ୍କେତ ହୋଇପାରେ ।

Loading...

2.ଯଦି ଆପଣ ନିଜର ବାସ ଗୃହକୁ ସଫା କରୁଛନ୍ତି କିନ୍ତୁ ତାହା ବାରମ୍ବାର ମଇଳା ହେଇଯାଉଛି ତା ହେଲେ ଏହା ଆଗକୁ ଆସୁଥିବା ବିପଦର ସଙ୍କେତ ହେଇପାରେ ।

3.କୌଣସି କାରଣ ନଥାଇ ଯଦି ଘରେ କୌଣସି ମହିଳାଙ୍କ ଗର୍ଭପାତ ହୋଇଥାଏ, ତେବେ ଆଗକୁ କୌଣସି ବିପଦ ଆସୁଛି ବୋଲି ଜଣାନ୍ତୁ ।

4.ଯଦି କ୍ଷୀର ବାରମ୍ବାର ଉତୁରି ତଳେ ପଡ଼ିଯାଏ ତେବେ ଏହା ଆଗକୁ ଆସୁଥିବା ବିପଦ ବିଷୟରେ ସୂଚାଏ ।

5.ଯଦି ଘର ର କାନ୍ଥ ଘଣ୍ଟା ହଟାତ ବନ୍ଧ ହୋଇଯାଏ ତେବେ ଏହା ମଧ୍ୟ ଆଗକୁ ଆସୁଥିବା ବିପଦର ସଙ୍କେତ ହୋଇଥାଏ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.