ଧର୍ମେନ୍ଦ୍ର ପ୍ରଧାନ ବିହାର ଛାଡ଼ି ମଧ୍ୟପ୍ରଦେଶରୁ ରାଜ୍ୟସଭା ପାର୍ଥି ହେବେ !

ଦେଶ ବିଦେଶ ନ୍ୟୁଜ୍

ନୂଆଦିଲ୍ଲୀ: କଳ୍ପନାଜଳ୍ପନାର ଅବସାନ ଘଟିଛି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ। ସମ୍ପ୍ରତି ବିହାରରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ରଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଥିବାବେଳେ ସେ କେଉଁଠୁ ରାଜ୍ୟସଭା ପ୍ରାର୍ଥୀ ​‌ହେବେ ସେ ନେଇ ଚର୍ଚା ହେଉଥିଲା। ତାହାର ଏବେ ଅନ୍ତଃ ଘଟିଛି। ୨୦୧୨ରେ ଧର୍ମେନ୍ଦ୍ର ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Loading...
Loading...
Share It
  • 3
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.