ଚୋରି ହୋଇଥିବା ମୋବାଇଲ ଫୋନ ପୁଣି ଫେରି ପାଇପାରିବେ, ଏହି ନମ୍ବରକୁ କଲ୍ କରନ୍ତୁ !

ବିଶେଷ

Image result for MOBILE THIFଦିନକୁ ଦିନ ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା ବଢୁଛି ! ଯେଉଁ ହାରରେ ମୋବାଇଲେ ଉପଭକ୍ତାଙ୍କ ସଂଖ୍ୟା ବଢୁଛି ସେହି ହାରରେ ମୋବାଇଲକୁ ଆଧାର କରି ଅନେକ ସମସ୍ୟା ମଧ୍ୟ ଉପୁଜୁଛି ! ହେଲେ ଆଜିର ବିଜ୍ଞାନ, ଯେତେ ସମସ୍ୟା ଉପୁଜିଲେ ମଧ୍ୟ ସେହି ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହୋଇପାରୁଛି ! ସେହିପରି ବିଷୟ ଆଜିର ଅନୁଚ୍ଛେଦଟି, ଆସନ୍ତୁ ପଢିବା ! ମୋବାଇଲ ଚୋରିକୁ ଅଟକାଇବା ପାଁଇ ବର୍ତମାନ ଏକ ନୂତନ ଯୋଜନା ଆରମ୍ଭ ହେବାକୁ ଯାଉଛି ! ତେବେ ଏହି ବ୍ୟବସ୍ଥା ଦ୍ୱାରା ମୋବାଇଲର IMEIର ନମ୍ବର ବଦଲା ଯାଇ ପାରିବ ନାହିଁ !

ଆଜିକାଲି ମୋବାଇଲ ଚୋରି ସମ୍ପର୍କରେ ଶୁଣିବାକୁ ପାଇଥାଉ ନଚେତ ଆପଣଙ୍କର ମଧ୍ୟ ମୋବାଇଲ ଚୋରି ହୋଇଥିବ ! ଜନଗହଳି ପରିପୂର୍ଣ୍ଣ ଅଂଚଳରେ ବି ଆପଣଙ୍କର ଅନେକ ଥର ମୋବାଇଲ ଚୋରି ହେଇଥିବ ! ବର୍ତ୍ତମାନ ଏପରି ସମସ୍ୟାକୁ ଦୂର କରିବା ପାଁଇ ମୋବାଇଲ କମ୍ପାନୀମାନେ ଚିନ୍ତିତ ଥିଲେ ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ! ଯାହା ଦ୍ୱାରା ଆପଣ ମୋବାଇଲ ଚୋରିକୁ ରୋକି ପାରିବେ ! ପୂର୍ବରୁ ଲୋକେ ମୋବାଇଲ ଚୋରି କରି IMEI ନମ୍ବର ବଦଳାଇ ପୁଣି ବିକ୍ରି କରି ଦେଉଥିଲେ କିନ୍ତୁ ବର୍ତ୍ତମାନ ଆଉ ଏପରି IMEI ନମ୍ବର ବଦଳାଇ ପାରିବେ ନାହିଁ ଏବଂ ଏହା ଦ୍ୱାରା ମୋବାଇଲ ଚୋରି ଅଟକି ପାରିବ !

Image result for MOBILE THIFବିଜ୍ଞାନର ଉନ୍ନତି ଫଳରେ ଏକ ନୂଆ ଟେକ୍ନୋଲୋଜି ଦ୍ୱାରା ଆପଣ ମୋବାଇଲର IMEI ନମ୍ବରକୁ ବଦଳାଇ ପାରିବେ ! ଏବଂ ଚୋରି ହେବ ଦ୍ୱାରା ଆପଣ ନିଜେ ହିଁ ଚୋରି ହୋଇଥିବା ସ୍ମାର୍ଟ ମୋବାଇଲ ଫୋନ୍ କୁ ସମ୍ପୂର୍ଣ୍ଣ ରଦ୍ଧ କରିପାରିବେ ! ଯାହାଫଳରେ ଚୋରି ହୋଇଥିବା ସ୍ମାର୍ଟଫୋନ ବେକାର ହେଇଯିବ ! ଯାହା ଫଳରେ ମୋବାଇଲ ଚୋରି ଅନେକାଂଶରେ ରୋକାଯାଇ ପାରିବ !

Loading...

ମୋବାଇଲ ଚୋରି ଥିବା ବ୍ୟକ୍ତି ବିଶେଷ, ସରକାରଙ୍କ ଦ୍ୱାରା ପ୍ରଦତ୍ତ ନୂଆ ହେଲ୍ପ ଲାଇନ ନମ୍ବରରେ ଅଭିଯୋଗ କରିବେ ! ସରକାରଙ୍କ ନୂଆ help line ନମ୍ବର ହେଉଛି 14422 ! ଏହି ନମ୍ବରରେ Call କରି ଆପଣ ଅଭିଯୋଗ ଦାଖିଲ କରିବେ ! ଡିସେମ୍ବରରେ ଅନ୍ୟ 21 ଅଂଚଳରେ ବି ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି ! ତେବେ ଏହି ଯୋଜନା ଅନୁସାରେ ଆପଣ ନିଜ ସ୍ମାର୍ଟଫୋନର ନମ୍ବର ବଦଳାଇପାରିବେ ଓ ଚୋରି ହେଇଥିବା ମୋବାଇଲକୁ ଚୋର ଆଉ ବ୍ୟବହାର କରିପାରିବ ନାହିଁ ! ଏହା ଛଡା ସହଜରେ ବି ମୋବାଇଲକୁ ଟ୍ରାକ କରାଯାଇପାରିବ !

Loading...
Share It
  • 120
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.