
ଗଞ୍ଜାମ-ଗଞ୍ଜାମ ଜିଲ୍ଲାର କୋଦଳା ସହର ଚୋରା ମଦ ବ୍ୟବସାୟର ଖଣି ପଲଟିଥିବା ବେଳେ ପ୍ରତିଦିନ ଅବକାରୀ ଓ କୋଦଳା ପୋଲିସ ଚଢ଼ାଉ କରି ନୟାନ୍ତ ହେଲାଣି । ତାପରେ ମଧ୍ୟ ଚୋରା ମଦ ବ୍ୟବସାୟ କମିବାର ନା ଧରୁନାହିଁ । ଗତକାଲି କୋଦଳା ପୋଲିସକୁ ମିଳିଛି ପୁଣି ଏ ସଫଳତା ଯାହା 17.9.2018 ତାରିଖରେ କୌଣସି ଏକ ସୂତ୍ରରୁ ପୋଲିସକୁ ଖବର ମିଳିଲା ଚୋରା ମଦ ଆସୁଥିବାର ,ସେହି ଖବରକୁ ଆଧାର କରି କୋଦଳା ଥାନାର SI ଓମ ପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ASI ଲୋକନାଥ ବେହେରା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ କୋଦଳାର ଦାଣ୍ଡେଶ୍ୱର ଛକରୁ ଫାଶି ରାସ୍ତା ମଧ୍ୟରୁ ଦୁଇଜଣ ମଦ ବ୍ୟବସାୟ ଏକ କୃଷ୍ଣ କଳା ପଲସର ରେ 3ବସ୍ତା ମଦ ପ୍ରାୟ 110ଲିଟର ଦୁଇଜଣ ଅଣୁଥିବାର କିନ୍ତୁ ଘଟଣା ସ୍ଥଳରୁ ଜଣେ ଶଙ୍କର ରାଉତ କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ପବିତ୍ର ସାହୁ ପିତା ବଂଶୀଧର ସାହୁ ଘଟଣା ସ୍ଥଳରୁ ଫେରାର ହୋଇଥିବା ଖବର ମିଳିଛି ।

Loading...
Share It
- 2Shares