ଚା ପିଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି 5ଟି ଭୁଲ, ଦେଖାଦେବ ସ୍ଵାସ୍ଥ୍ୟକୁ ନେଇ ଏହି ସବୁ ସମସ୍ୟା

ଜୀବନଚର୍ଯ୍ୟା ଜ୍ଞାନକୋଷ

Related imageବହୁତ କମ ଲୋକ ଅଛନ୍ତି ଯାହାଙ୍କୁ ଚା ପସନ୍ଦ ନୁହେଁ, ନହେଲେ ଚା ପିଇବା ବହୁତ ଲୋକମାନଙ୍କୁ ଭଲ ଲାଗେ । ଯେଉଁମାନେ ଚା ପିଅନ୍ତି ସେମାନେ ଚା ର ଅଭ୍ୟାସ ରେ ପଡି ଯାଇଥାନ୍ତି, ସେମାନେ ସବୁଦିନ ଗୋଟିଏ ଟାଇମରେ ହିଁ ଚା ପିଅନ୍ତି । କିଛିଟା କ୍ଷେତ୍ରରେ ଚା ଦେହ ପାଇଁ ଭଲ ଅଟେ ଏବଂ ଅନ୍ୟ କିଛି କ୍ଷେତ୍ରରେ ଚା ଦେହ ପାଇଁ ଖରାପ ହୋଇଥାଏ । ଚା ପିଇବା ର କିଛି ଉପାୟ ଅଛି ଏବଂ ଯଦି ଆପଣ ଚା ପିଇବା ସମୟରେ ଭୁଲକରି ବି ଏହି ୫ ଟୀ ଭୁଲ କରି ଦେଉଛନ୍ତି, ତେବେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଯେଉଁ କାରଣରୁ ଆପଣଙ୍କୁ ଚା ଛାଡିବାକୁ ପଡିବ ।

ଚା ପିଇବା ସମୟରେ ଭୁଲିକରି ବି କରନ୍ତୁ ନାହିଁ ଏହି ୫ଟି ଭୁଲ

Related image୧. ଖାଲି ପେଟରେ ଚା ପିଇବା ହାନିକାରକ ଅଟେ । ଯାହା କାରଣରୁ ଏସିଡିଟୀ ହୋଇଥାଏ । ବେଳେ ବେଳେ ଏସିଡିଟୀ ଏତେ ବଢି ଯାଏକି ଫ୍ରୀ ରେଡିକଲ୍ସ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗର ରୂପ ମଧ୍ୟ ନେଇଥାଏ । ସେଥିପାଇଁ ସକାଳୁ ଉଠି ପ୍ରଥମେ ପାଣି ପିଅନ୍ତୁ ତାହାର ଅଧ ଘଣ୍ଟା ପରେ ଚା ପିଅନ୍ତୁ ।

୨. କିଛି ଲୋକମାନଙ୍କର ଏହା ଅଭ୍ୟାସ ଥାଏ କି ଠିକ ଖାଇ ସାରିବା ପରେ ହିଁ ଚା ପିଇବାକୁ ଲାଗନ୍ତି, କିନ୍ତୁ ଏହା ଭୁଲ ଅଟେ । ଏହା କରିବା ଦ୍ଵାରା ଖାଇବାରୁ ମିଳୁଥିବା ପୋଷାକ ତତ୍ଵ ଆପଣଙ୍କର ଶରୀରକୁ ମିଳେ ନାହିଁ କାରଣ ଚା ସେଗୁଡିକୁ ମାରି ଦେଇଥାଏ ।

Loading...

୩. ବହୁତ ଲୋକମାନେ ଗରମ ଗରମ ଚା ପିଇବାକୁ ପସନ୍ଦ କରନ୍ତି । ଚାକୁ ବେଶୀ ଗରମ କରି ପିଇବା ଭୁଲ ଅଟେ । ଏହା ବି ଆପଣଙ୍କର ଏସିଡିଟୀକୁ ବଢାଇ ଥାଏ । ପାଣି କୁ ଗରମ କରି ତାକୁ ଓଲହାଇ ସେଥିରେ ଚାପତି ପକାନ୍ତୁ ।

୪. ବେଶୀ ଚା ପିଇବା ଏଲ୍କୋହଲ ପିଇବା ସହିତ ସମାନ ହୋଇଥାଏ । ଏହି ଦୁଇଟି ଜିନିଷ ମାଂସପେଶିକୁ ସକ୍ରିୟ କରିଥାଏ କିନ୍ତୁ ଶରୀର ପାଇଁ ହାନିକାରକ ଅଟେ । ସେଥିପାଇଁ ଚା କମ ପିଇବା ଉଚିତ ।

୫. ବହୁତ ଲୋକମାନେ ଚାରେ ତୁଲସୀ ପତ୍ର ପକାଇ ପିଇବାକୁ ପସନ୍ଦ କରନ୍ତି । ଏହା ଶରୀରର ପାଇଁ ଭଲ ଅଟେ କିନ୍ତୁ ତୁଲସୀ ପତ୍ରକୁ ବେଶୀ ମିଶାଇବା ଦ୍ଵାରା ଏହା ଶରୀର ପାଇଁ ହାନିକାରକ ଦେଖା ଯାଇଥାଏ । ଆପଣଙ୍କୁ ଆମର ଏଇ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଟିପ୍ସ ଟି କେମିତି ଲାଗିଲା କମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ, ଲେଖାଟି ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ । ଏମିତି ଅନେକ ଟିପ୍ସ ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲିବେନି ।

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.