ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କୁ ଡକ୍ଟରେଟ ଉପାଧି

ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କୁ ଡକ୍ଟରେଟ ଉପାଧି ଯାଜପୁର – ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଦେବପ୍ରସାଦ ସାମଲଙ୍କୁ ଡକ୍ଟରେଟ ଉପାଧି ଲାଭ ହେବାର ସମ୍ବାଦ ପାଇ ସମଗ୍ର ବରୀ ମାଟି ରେ ଆନନ୍ଦର ଲହରୀ ଖେଳି ଯାଇଛି । ବରୀ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ଡଃ. ସାମଲ ଖ୍ୟାତ । ବିଶେଷ କରି ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ କରକମଳରେ ପ୍ରାଣ ପ୍ରତିଷ୍ଠା ହୋଇଥିବା […]

Continue Reading

ଅନନ୍ୟ ସମାଜସେବୀ ସିଦ୍ଧାର୍ଥ (ଧୋଇନ)ଙ୍କ ଅବର୍ତ୍ତମାନରେ ଜନ୍ମଦିବସ ପାଳିତ

ଅନନ୍ୟ ସମାଜସେବୀ ସିଦ୍ଧାର୍ଥ (ଧୋଇନ)ଙ୍କ ଅବର୍ତ୍ତମାନରେ ଜନ୍ମଦିବସ ପାଳିତଯାଜପୁର- ଚାହୁଁ ଚାହୁଁ ଏକ ବର୍ଷ ବିତିଗଲାଣି । ଯାଜପୁର ଅଂଚଳର ଆଗଧାଡିର ଯୁବ ସମାଜ ସେବୀ,ସଭିଙ୍କର ଅତ୍ୟନ୍ତ ପ୍ରିୟ, ସମାଜ ସେବା ଲାଗି ଦିନ କିମ୍ବା ରାତ୍ର ସବୁ ସମୟରେ ଅନ୍ୟପାଇଁ ଧାଇଁ ଯାଉଥିଲେ ଏମିତି କି ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ଜୀବନକୁ ବିପନ୍ନ କରି ନଇକୁ ଡେଇଁବାକୁ ପଛାଉ ନଥିବା ଯୁବବନ୍ଧୁ ସିଦ୍ଧାର୍ଥ( ଧୋଇନ)ଙ୍କୁ ଗତବର୍ଷ ମଇ ମାସ ୧୮ ତାରିଖ ଦିନ ଏମିତି […]

Continue Reading

ନୂଆ ଆଲୋକର ଯାଜପୁର ଟାଉନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର-27/09/19:- ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଅ।।ଲୋକ ମାତ୍ର ଛଅ ମାସ ହେବ ସୃଷ୍ଟି ହୋଇ ଏକ ନିଆରା ଅନୁଷ୍ଠାନରେ ପରିଣତ ହୋଇଛି । ନିଷ୍ପେସିତ ମଣିଷର ସେବାରେ ପ୍ରତ୍ୟେକ ଦିନ ଅସହାୟ ମଣିଷକୁ ଏହି ଅନୁଷ୍ଠାନ ରକ୍ତ ଦାନ କରିବା ପରେ ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଯାଜପୁର ଟାଉନର ୩ ଗୋଟି ସ୍ଥାନରେ ଆରମ୍ଭ କରିଛି । ଜିଲ୍ଲା ସଦର ମହକ୍ୱୁମାର ଗାନ୍ଧିଛକ , ମା ବିରଜା ମନ୍ଦିର ସନ୍ନିକଟ […]

Continue Reading

ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରିବେନି ସଲମାନ୍ ଖାନ୍

ମୁମ୍ବାଇ: ବଲିଉଡର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଓ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉ ନାହିଁ। ପ୍ରିୟଙ୍କା ଚୋପ୍ରା ଏହା ଆଗରୁ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ୍‌’ରେ କାମ କରିବାର ଥିଲା, ମାତ୍ର ଶେଷ ସମୟରେ ଏଥିରୁ ଓହରି ଯାଇଥିଲେ ପ୍ରିୟଙ୍କା ଚୋପ୍ରା । ସଲମାନ୍‌ ଖାନ୍‌ଙ୍କ ସହ କାମ କରିବାକୁ ମନା କରି ବିବାଦୀୟା ହୋଇଥିଲେ ପ୍ରିୟଙ୍କା ଚୋପ୍ରା। ଶୁଣିବାକୁ ମିଳୁଛି ଯେ ଏଯାଏଁ ପ୍ରିୟଙ୍କାଙ୍କୁ କ୍ଷମା କରି ନାହାନ୍ତି ସଲମାନ୍‌ […]

Continue Reading

ଶହୀଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦାନ କଲେ ଅକ୍ଷୟ

ମୁମ୍ବାଇ,୧।୩: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତାର ପରିଚୟ ମିଳିଛି। ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନ ଜିତ ରାମ ଗୁର୍ଜରଙ୍କ ପରିବାରକୁ ଅକ୍ଷୟ ୧୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଗୁର୍ଜରଙ୍କ ଭାଇ ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଗୁର୍ଜର ହିଁ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ସେମାନେ ଏତେ ଗରିବ ଯେ ତାଙ୍କ ନିଜର ରହିବା ପାଇଁ ଘର ଖଣ୍ଡେ ନାହିଁ। ଏବେ ଅକ୍ଷୟଙ୍କ ସାହାଯ୍ୟ ତାଙ୍କ […]

Continue Reading