ଉପର ବରୁଆଁରେ ନୂଆ ଆଲୋକର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
20.01.2022-ଆଜି ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୁଲ୍ୟରେ ଯାଜପୁର ସଦର ସ୍ଥିତ ଉପର ବରୁଆଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଯାଜପୁର ସଦର ଥାନା ଅଧିକାରୀ ମାନସ ରଂଜନ ଚକ୍ର , ବିଶିଷ୍ଠ ଶିକ୍ଷାବିତ୍ ପଦ୍ମଲୋଚନ ନାୟକ ଓ ବାଦଲ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ । ଯାଜପୁର ବ୍ଲଡ ବ୍ୟାଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆହୁତ […]
Continue Reading