ଉପଜିଲ୍ଳାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

ଯାଜପୁର, ତା ୧୫ା୭ :          ଯାଜପୁର ଜିଲ୍ଲା ରେ ଅବସ୍ଥାପିତ ଉପ ଜିଲ୍ଲା ପାଳ ଡଃ ଶରତ ଚନ୍ଦ୍ର ମହାପାତ୍ରଙ୍କର କଟକ ଜିଲ୍ଳା ଅତିରିକ୍ତ ଅବକାରୀ କମିଶନର ଭାବେ ବଦଳି ହୋଇଚ୍ଥି ।  ଏହି ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ପାଳଙ୍କ ସମ୍ମିଳନୀ ଗୃହରେ ଏକ ସମ୍ୱର୍ଦ୍ଧନା ସଭାର ଆୟୋଜନ  କରାଯାଇଥିଲା । ଏହି ସଭାରେ ଭାରପ୍ରାପ୍ତ ଜିଲ୍ଲା ପାଳ ଅକ୍ଷୟ କୁମାର ମଲ୍ଲିକ ସଭାପତିତ୍ୱ କରି କହିଲେ ଯେ, ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଡଃ ମହାପାତ୍ର […]

Continue Reading

ଯାଜପୁର ଜିଲ୍ଲା ଆପତ କାଳୀନ ବୈଠକ

ଯାଜପୁର, ତା ୧୬ା୭ :          ଯାଜପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କଳିଙ୍ଗ ନଗର ସ୍ଥିତ ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ କାରଖାନା ପରିସରରେ ଜିଲ୍ଲା ଆପତ୍କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି ।  ଶୁକ୍ରବାର ଅପରାହ୍ନରେ କାରଖାନା ବିଭାଗ ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୁତାରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅପଂସାଇଟ ଜରୁରୀ କାଳୀନ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  ବିପର‌୍ୟ୍ୟୟ ପ୍ରତିଷ୍ଠାନ (ଡିଏମ୍ଆଇ,) ଭୋପାଳର ଉପନିର୍ଦ୍ଦେଶକ ଊକ୍ତ ବୈଠକରେ ଯୋଗଦେଇ ଜିଲ୍ଲା ଜରୁରୀ କାଳୀନ […]

Continue Reading

ମାଗଣା କରୋନା ଟିକା(ବୁଷ୍ଟର ଡୋଜ) ପ୍ରଦାନ ତ୍ୱରାନ୍ୱିତ ହେଲା

ଆମ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ପୁନଶ୍ଚ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ୧୮-୫୯ ବର୍ଷ ବୟସର ନାଗରୀକ ମାନଙ୍କୁ ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । । ଜୁଲାଇ ୧୫ ତାରିଖରୁ ୭୫ ଦିନ ପାଇଁ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦିଆଯିବ […]

Continue Reading

ଯାଜପୁର ମାଟିର କୁନି ପ୍ରତିଭା ଶ୍ରୀ ଜଗନ୍ନାଥ ସେବକ  ଅର୍‌ଜିତ     ଉପସ୍ଥାପନା- ଜନ୍ମେଜୟ ମହାନ୍ତି ( ରିଙ୍କୁ)

ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ଘର । ଘରକୁ ଲାଗି ଯାଜପୁର ପ୍ରସିଦ୍ଧ ହରିପୁର କୁଞ୍ଜର ଦୁଇ ପ୍ରମୁଖ ଠାକୁରଙ୍କ ମନ୍ଦିର , ଐଶାନ୍ୟ କୋଣରେ ଶ୍ରୀ ରାହାସ ବିହାରୀ ଓ ଉତ୍ତରରେ ଶ୍ରୀ ଶ୍ରୀ ରାଧା ବୃନ୍ଦାବନ ଚନ୍ଦ୍ର । ଦ୍ୱୟ କୁଞ୍ଜ ଠାକୁରଙ୍କର ଆଶିର୍ବାଦରେ ସତେଅବା ଜନ୍ମରୁ ତିଆରି ହୋଇଛି ଦିବ୍ୟତ୍ୱର ଚିନ୍ତା ଚେତନା । ବୟସ ମାତ୍ର ୧୬ ପୁରି ୧୭ ଚାଲିବାକୁ ଯାଉଛି । ମାଆ ରଶ୍ମିତା […]

Continue Reading

ଜଣେ ମସ୍ତିସ୍କ ବିକୃତ ତଥା ଅସହାୟ କୁ ନୂଆ ଆଲୋକ ଦ୍ୱାରା ଥଇଥାନ

ଯାଜପୁର – ନୂଆ ଆଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ସାମଜିକ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ,ଆଜି ତା ୦୯.୦୭.୨୦୨୨ରିଖ ଶନିବାର , ପବିତ୍ର ବାହୁଡା ଦଶମୀ ଅବସରରେ ଆଉ ଏକ ମସ୍ତିସ୍କ ବିକୃତ କୁ ସେବା ଯୋଗାଇ ତାହା କୁ ଛତିଆ ସ୍ଥିତ ସେବକ ଆଶ୍ରମରେ ଥଇଥାନ କରିବା କଥା ଅନୁଷ୍ଠାନର ସଂପାଦକ ଜନ୍ମେଜୟ ମହାନ୍ତି ଜଣାଇଛନ୍ତି । ଏଠାରେ ପ୍ରକାଶ କରାଯାଇ ପାରେ କି ଯାଜପୁର ଜିଲ୍ଲାର ବିଞ୍ଝାରପୁର […]

Continue Reading