ପ୍ରଥମ ଥର ଅମିତାଭଙ୍କ ସହ ସ୍କ୍ରିନ୍ ଶେୟାର କରିବେ ଇମ୍ରାନ୍
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଅମିତାଭଙ୍କ ଅଭିନୀତ ଫିଲ୍ମ ‘ବଦ୍ଲା’। ଏବେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ ବି କରୁଛି। ହେଲେ ପୁଣିଥରେ ଶୁଣିବାକୁ ମିଳିଛି କି ଅମିତାଭ ଖୁବ୍ଶୀଘ୍ର ଆଉ ଏକ ଫିଲ୍ମରେ କାମ ଆରମ୍ଭ କରିବେ। ଆଉ ଏଥିରେ ତାଙ୍କ ସହ ପ୍ରଥମ ଥର ନଜର ଆସିବେ ବଲିଉଡ୍ର ସିରିଏଲ କିସର୍ ଇମ୍ରାନ୍ ହାସମି। ଫିଲ୍ମଟିର ନାଁ ରହିଛି ‘ଖେଲ’। ଅନ୍ୟମାନଙ୍କ ମଧ୍ୟରେ ଅନୁ କପୁର ଓ ସୌରଭ ଶୁକ୍ଳାଙ୍କୁ ମଧ୍ୟ ଏଥିରେ […]
Continue Reading