ଝିଅ ନୁହେଁ ହୀରା
କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍। ସେ ଘର ସମ୍ଭାଳି ପାରେ, ଦେଶ ବି। ରୋଷେଇ କରି ପାରେ, ଆଉ ମହାକାଶକୁ ବି ଯାଇପାରେ। ପୁଅପରି ମା’ବାପାଙ୍କ ସାହାରା ମଧ୍ୟ ପାଲଟି ପାରେ। କେହିକେହି ତ ଦୁନିଆର ଭିଡ ଭିତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ମା’ବାପାଙ୍କୁ […]
Continue Reading