ଦୂର ବାଟ
କଥାଟିଏ – ଯାଯାବର
ଜଣେ ରୋଗଗ୍ରସ୍ତ ପିତା ତାଙ୍କ ପୁତ୍ରକୁ କହିଲେ- ବାବୁରେ, ମୋ ପାଖରେ ଗୋଟିଏ ଅତି ପୁରୁଣା ଘଡ଼ି ଅଛି। ଏହି ଘଡ଼ିଟିକୁ ତୋ ଜେଜେବାପାଙ୍କୁ ତାଙ୍କ ବାପା ଦେଇଥିଲେ। ଏହା ଏବେ ବି ଚାବି ଦେଲେ ଚାଲିବ। ଏହାକୁ ନେଇ ବଜାରକୁ ଯାଆ। ବିକ୍ରି କରି ଯାହା ଟଙ୍କା ମିଳିବ ଆଣ। ଆମ ଲାଗି ତାହା ସହାୟକ ହେବ। ପୁଅ ଘଡ଼ିଟିକୁ ନେଇ ଦେଖିଲା। ତାକୁ ଚାବି ଦେଲା ଏବଂ ଘଡ଼ିଟି ଚାଲିବାକୁ ଲାଗିଲା। ସେ ତାକୁ […]
Continue Reading