ବାହୁଡିବେ ମହାପ୍ରଭୁ (ସୌମ୍ୟ ରଂଜନ ଦାସ)
ବାହୁଡିବେ ମହାପ୍ରଭୁ – ସୌମ୍ୟ ରଂଜନ ଦାସ ଗୁଣ୍ଡିଚା ଦିନରୁ ଚାହୁଁ ଚାହୁଁ ଏଠି ନଅ ଦିନ ବିତିଗଲା, ଦଶମ ଦିନରେ ମହାପ୍ରଭୁଙ୍କର ବାହୁଡା ଯାତ ଆସିଲା । (୧) ନଅ ଦିନ ପାଇଁ ଲକ୍ଷ୍ମୀ ମା ଙ୍କୁ ଯେ ଏକା ଛାଡି ଯାଇଥିଲେ, ଉଦାସରେ ଥିଲେ ଲକ୍ଷ୍ମୀ ଠାକୁରାଣୀ ତାଙ୍କ ପରେ ରୁଷିଥିଲେ । (୨) ହେରା ପଞ୍ଚମୀରେ ଅତ୍ୟନ୍ତ କ୍ରୋଧରେ ରଥ କାଠ ଭାଙ୍ଗି ଦେଲେ, ଦେଖି ସ୍ମିତ ହାସ୍ୟ ଦେଇଥିଲେ ପୁଣି ମନ […]
Continue Reading