୨୧.୧୦.୨୦୧୮ ରବିବାର ଆଜିର ରାଶିଫଳ

ଆଜି ସୂର୍ଯ୍ୟ ନାରାୟଣଙ୍କର ପ୍ରିୟ ବାର , ଆପଣଙ୍କର ରାଶିର ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରନ୍ତୁ ଓ ଜବା କୁସୁମ ସମର୍ପଣ କରନ୍ତୁ ମେଷ:- ଆଜି ଚନ୍ଦ୍ରଙ୍କ ଦୃଷ୍ଟି ସମ୍ବନ୍ଧରୁ ବନ୍ଧୁ ମିଳନ ସହ  ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ। ପାରିବାରିକ ସୈାଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ  ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆତ୍ମୀୟମାନେ ଈର୍ଷାପରାୟଣ ମନୋଭାବ ନେଇ ଶତ୍ରୁତା ଆଚରଣ କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତି ସହ […]

Continue Reading

୧୯.୧୦.୨୦୧୮ ଶୁକ୍ରବାର ଆଜିର ରାଶିଫଳ

ପବିତ୍ର ଦଶହରା ମା ଦୁର୍ଗା ସ୍ୱରୂପିଣୀ ସନ୍ତୋଷିନୀ ଙ୍କ ପ୍ରିୟ ଶୁକ୍ରବାର , ମାଙ୍କୁ ୭ ଗୋଟି ବିଲ୍ୱଦଳ ସମର୍ପଣ ପୂର୍ବକ ଘୃତ ଦୀପ ପ୍ରଦାନ କରନ୍ତୁ ଆପଣଙ୍କ ରାଶି ଚକ୍ରର ସବୁ ବିପଦ ନିଶ୍ଚିତ ଖଣ୍ଡନ ହେବ ମେଷ:- ଆଜିର ଦୁର୍ଲଭ ଗ୍ରହଯୋଗ ଏକାଧାରରେ ଅର୍ଥ, ସମ୍ମାନ, ଉପଢ଼ୌକନ, ବନ୍ଧୁମିଳନାଦି ମାଧ୍ୟମରେ ମନକୁ ଖୁସିରେ ରଖିବ। ଏମିତି କେତେକ କାମ ରହିଛି ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ କରିପାରୁ ନ ଥିଲେ ଆଜି ପାଇଁ […]

Continue Reading

୧୮.୧୦.୨୦୧୮ ଗୁରୁବାର ଆଜିର ରାଶିଫଳ

                ଆଜି ପବିତ୍ର ଗୁରୁବାର ତଥା ଲକ୍ଷ୍ମୀ ସ୍ୱରୂପିଣୀ ଦୁର୍ଗା ଦେବୀଙ୍କର ମହା ନବମୀ (ପୀଠ ଦେବୀଙ୍କର ଦଶମୀ ) ତିଥି, ଆଜିର                    ଦିନଟି ପ୍ରତ୍ୟେକ ରାଶି ଚକ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ଆଜି ଦିନରେ କେବଳ ମା ଦୁର୍ଗାଙ୍କୁ ଲକ୍ଷ୍ମୀ ସ୍ୱରୂପରେ ଘୃତ ଦୀପ ପ୍ରଦାନ ପୂର୍ବକ ନିଜକୁ ସମର୍ପଣ କଲେ […]

Continue Reading

୧୭.୧୦.୨୦୧୮ ବୁଧବାର ଆଜିର ରାଶିଫଳ

ବୁଧବାର ଆଜି ବିଷ୍ଣୁଙ୍କର ପ୍ରିୟ ବାର ତାହା ପରେ ଆଜି ପବିତ୍ର ଦୁର୍ଗାଷ୍ଟମୀ ଓ ପୀଠ ଦେବୀ ଙ୍କର ନବମୀ ଆଜି ଦୁର୍ଗା ମାଧବଙ୍କୁ ଘିଅ ଦୀପ ଦେଇ ପ୍ରଣାମ କରନ୍ତୁ ଆପଣଙ୍କର ସମସ୍ତ ମନୋରଥ ପୁର୍ଣ ହେବ , ଏଥିରେ ସନ୍ଦେହ ନାହିଁ ମେଷ:- ପାପଗ୍ରହ ଯୁକ୍ତ ଚନ୍ଦ୍ର ପ୍ରଭାବରେ ପାରିବାରିକ କ୍ଷେତ୍ରରେ  ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବଢ଼ିପାରେ । ସବୁକଥାକୁ ଭଲରୂପେ ବିଚାର ପୂର୍ବକ  କାମ କରି ଆଗକୁ ବଢିବା ଠିକ୍‌ ହେବ […]

Continue Reading

୧୬.୧୦.୨୦୧୮ ମଙ୍ଗଳ ବାର ଦେଖନ୍ତୁ କେଉଁ ୭ ଗୋଟି ରାଶିଙ୍କର ଅସୁବିଧା ଯୋଗ ରହିଛି ଓ ତାହାର ସମାଧାନ

ରାଶି ଚକ୍ରର ପ୍ରଭାବ ରୁ ରକ୍ଷାପାଇବା ବହୁତ କଠିନ , ମାତୃ ଶକ୍ତିର କୃପା ଫଳରେ ଆପଣ ସବୁ ସମସ୍ୟାକୁ ଦୁରେଇ ଦେଇ ପାରିବେ , ମା ମଙ୍ଗଳାଙ୍କୁ ୭ ଗୋଟି ତ୍ରିଶାଖା ବିଲ୍ୱ ଦଳ ଓ ମନ୍ଦାର ପୁଷ୍ପ ପ୍ରଦାନ କରି ଶରଣ ପଶନ୍ତୁ ଦେଖିବେ ସେ ଆପଣଙ୍କୁ ଘଣ୍ଟ ଘୋଡାଇ ରଖିବେ ମେଷ:- ଆଜି ଚନ୍ଦ୍ର ମିତ୍ରରାଶି ଗୁରୁକ୍ଷେତ୍ରସ୍ଥ ହେତୁ ବିଶେଷ କିଛି ଅସୁବିଧା ହେବ ନାହିଁ । କାମ ହାସଲ କରିବାରେ ଜଣେ […]

Continue Reading