ବିନା ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ଗ୍ରହ ଆବିଷ୍କାର
ଏ ଯାବତ୍ ଯେତେ ସବୁ ଛାୟାପଥ, ନକ୍ଷତ୍ର, ଗ୍ରହ, ଗ୍ରହାଣୁପୁଞ୍ଜ ଓ ଉଲ୍କାପିଣ୍ଡ ଆଦି ମହାଜାଗତିକ ବସ୍ତୁ ଆବିଷ୍କୃତ ହୋଇଛନ୍ତି, ଜ୍ୟୋତିର୍ବିଜ୍ଞାନୀମାନେ ସାଧାରଣତଃ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦୀର୍ଘ ଦିନ ଧରି ଅନ୍ତରୀକ୍ଷକୁ ନିରୀକ୍ଷଣ ପୂର୍ବକ ସେମାନଙ୍କର ଗତିପଥକୁ ଅନୁସରଣ କରି ସେମାନଙ୍କୁ ଠାବ କରିଛନ୍ତି। ମାତ୍ର ଆମ ସୌରମଣ୍ଡଳର ଅଷ୍ଟମ ଗ୍ରହ ନେପ୍ଚ୍ୟୁନ୍ ଏପରି ଏକ ଜ୍ୟୋତିଷ୍କ ଯାହା ଆବିଷ୍କାର କରିବା ପଛରେ କୌଣସି ଦୂରବୀକ୍ଷଣର ଭୂମିକା ନାହିଁ। ବରଂ ଗାଣିତିକ ଗଣନା ଦ୍ବାରା ହିଁ […]
Continue Reading