ଚୀନ୍ ପାଇଁ ପାକିସ୍ତାନ, ଶ୍ରୀଲଙ୍କା ଛଟପଟ
ନୂଆଦିଲ୍ଲୀ : ଦୁଇ ପଡ଼ୋଶୀ ଦେଶ ଶ୍ରୀଲଙ୍କା ଓ ପାକିସ୍ତାନ ଯେଉଁ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି ତାହା ପଛର ମୁଖ୍ୟ ଖଳନାୟକ ହେଉଛି ଚୀନ୍। ବିଶେଷଜ୍ଞମାନେ ବାରମ୍ବାର ଦେଇଥିବା ଚେତାବନୀକୁ ନଶୁଣି ଚୀନ୍ ଠାରୁ ଋଣ ନେଇଥିବା ଏହି ଦୁଇ ଦେଶ ଏବେ ସବୁଠୁ ବଡ଼ ସଙ୍କଟକୁ ସାମ୍ନା କରୁଛନ୍ତି। ଚୀନ୍ର ଋଣ ଏବେ ସେମାନଙ୍କ ପାଇଁ କାଳ ସାଜିଛି। ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ) ଜରିଆରେ ଶ୍ରୀଲଙ୍କା, ପାକିସ୍ତାନ ଭଳି ବହୁ […]
Continue Reading