ବଜ୍ରବାଣ issue-19

ବଜ୍ରବାଣ ସମାଲୋଚନା ମୂଳକ ଖବର କାଗଜ ସାରା ରାଜ୍ୟରେ ତାର କଳେବର ଓ ସତ୍ୟ ତଥା ନିର୍ଭିକ ସମ୍ବାଦ ପାଇଁ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି , ଆପଣ ଶ୍ରଦ୍ଧା ଆଉ ଶୁଭେଚ୍ଛା ଆମ କୁ ଆଉ ଦୁଇ ପାଦ ଆଗକୁ ୟିବାର ସହଯୋଗ କରିବ । ବଜ୍ରବାଣ କେବଳ ସମାଲୋଚନା ମୂଳକ ଖବର କାଗଜ ସେକଥା ନୁହଁ ଏହା ସାଧାରଣ ଲୋକଙ୍କ ସମସ୍ୟା କୁ ପ୍ରଶାସନ ପାଖରେ ପହଂଚାଇଥାଏ ।

Continue Reading

୧୦ ହଜାର ଟଙ୍କା ରେ ବନ୍ଧା ପଡିଛି ଶୈଶବ

ବ୍ରହ୍ମବରଦା –କରୋନା ମହାମାରୀ ଯୋଗୁଁ ସାରା ଦେଶ ଲକ୍ ଡାଉନ୍ ଥିବା ବେଳେ କରୋନା ମାହାମରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ସାମାଜିକ ଦୁରତା ରକ୍ଷା କରି ନିଜ ନିଜ ଘରେ ସୁରକ୍ଷିତ ରହୁଛନ୍ତି । ଏହି ସମୟରେ କାର୍ଯ୍ୟ କରିବା ତ ଦୁର କଥା ଘରୁ ବାହାରକୁ ପାଦ କାଢିଲେ ହେଉଛି ଦୃଢ କାର୍ଯ୍ୟାନୁଷ୍ଠାନ , ମାତ୍ର ଶିଶୁ ଶ୍ରମିକ ଓ ସେମାନଙ୍କ ମାଲିକ ଙ୍କ ପକ୍ଷରେ ନା କରୋନା ଭୟ ନା ଲକ୍ ଡାଉନ […]

Continue Reading

ଗୁଣ୍ଡା ସାଜିଛନ୍ତି ବିଜେଡି କଣ୍ଟ୍ରାକ୍ଟର । ବିନା ଅନୁମତିରେ କରୁଛନ୍ତି ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ।

ଗୁଣ୍ଡା ସାଜିଛନ୍ତି ବିଜେଡି କଣ୍ଟ୍ରାକ୍ଟର । ବିନା ଅନୁମତିରେ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ନିଜ ଟଙ୍କା ଲଗାଇ ଅଧା କରି ରଖିଛନ୍ତି ଦୁଇଜଣ କଣ୍ଟ୍ରାକ୍ଟର। ପଚାରିଲେ ଓଲଟା ଧମକ ଦେଉଛି ଦୁଇଜଣ।ଏଭଳି ଘଟଣା ଦେଖିବାକୁ ମିଳିଛି ମୋରଡ଼ା ଥାନା ଅନ୍ତର୍ଗତ ଗଡି ଗାଁ ଗ୍ରାମ ପଞ୍ଚାୟତରେ। ସୂଚନା ଅନୁଯାୟୀ ଗଡି ଗାଁ ଗ୍ରାମପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ ନିର୍ମାଣ  କାର୍ଯ୍ୟର ନିଜେ ଡାଟା କଲେକ୍ସନକରି   ସରପଞ୍ଚ, ବିଡ଼ିଓ ଏବଂ ପିଇଓଙ୍କ ବିନା ଅନୁମତିରେ କାର୍ଯ୍ୟ ଆରମ୍ଭ […]

Continue Reading

ମାଉସୀଲୋ ତୋ ପିଣ୍ଢାରେ ଟିକେ ଜାଗାଦେ ତାପରେ…………..

ଯାଜପୁର- ସରକାରୀ ନିୟମ ଅନୁସାରେ ସରକାରୀ ଘର ତିଆରି ପାଇଁ ମଧ୍ୟ କିଛି ନିୟମ କାନୁନ୍ ରହିଛି । ଏପରିକି ଗୋଚର ଜମିରେ ସରକାରୀ ଅନୁଷ୍ଠାନ ହୋଇ ପାରୁନାହିଁ । ସ୍ଥାବର ଅସ୍ଥାବର ଅନାବାଦୀରେ ସରକାରୀ ପ୍ରକଳ୍ପ ତିଆରି ହୋଇଛି । ଠିକ ସେତିକି ବେଳେ ରସୁଲପୁର ବ୍ଲକର ନରସିଂହପୁର ଗ୍ରାମପଞ୍ଚାୟତ ହରିପୁର ଗ୍ରାମର ୱାର୍ଡ ନଂ-୧୫ରେ ଏମିତି ଏକ ଅଭାବନୀୟ ଘଟଣା ଘଟିବାକୁ ଯାଇଛି । ଏହାକୁ ବ୍ଲକ ପ୍ରଶାସନ କାହା ଚାପରେ କେଜାଣି ପ୍ରଶୟ […]

Continue Reading

ନିଶା କବଳରେ ନାବାଳକ ଓ ଯୁବକ

କେନ୍ଦ୍ରାପଡ଼ା: ଶିଳ୍ପ ବିହୀନ ଚାଷୀ ପରିବେଶିତ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା । ଏହି ଜିଲ୍ଲା ଏବେ ନିଶା କବଜାରେ କବଳିତ  ବିଭିନ୍ନ ମାଦକ ଦ୍ରବ୍ୟର ବିପୁଳ ବ୍ୟବହାରକୁ ନେଇ ଜିଲ୍ଲାରେ ଚିନ୍ତା ବଢୁଛି । ମଦ, ହେରୋଇନ୍, ଚରସ, ବ୍ରାଉନସୁଗର, ଗଞ୍ଜଇ ଭଳି ମାରାତ୍ମକ ନିଶାରେ ଜିଲ୍ଲାର ବହୁ ନାବାଳକଙ୍କ ଠାରୁ ଆରମ୍ଭ କରି ଯୁବକମାନେ କବଳିତ ହୋଇପଡିଛନ୍ତି । ତେବେ ଏସବୁ ମାଦକ ଦ୍ରବ୍ୟ ଏଠାରେ ସହଜରେ ଉପଲବ୍ଧ ହୋଇପାରୁଛି, କିନ୍ତୁ ନିଶାର ତରିକା […]

Continue Reading