ନୂଆ ଅଲୋକ ଓ ତାର ଦୁଇ ରକ୍ତଦାତାଙ୍କୁ କୃତଜ୍ଞତା

ବିପଦ ବେଳେ ସହାୟ ହେଉଥିବା ରକ୍ତଦାତାଙ୍କୁ ସରକାର ଖଣ୍ଡେ କାଗଜଛପା ସାର୍ଟିଫିକେଟ ବି ଦିଅନ୍ତି ନାହିଁ ଯାଜପୁର- ଆଜି ଯେତେବେଳେ କରୋନା ରୋଗୀ ସାଧାରଣ ଲୋକଙ୍କୁ ଗୋଡେଇ ଗୋଡେଇ ଛୁଇଁବାକୁ ଯାଉଛି । ଯେତେବେଳେ ଡାକ୍ତରଖାନା ନାଁ ଶୁଣିଲେ ଭଲ ଲୋକ ତ ଅଲଗା କଥା ରୋଗୀ ମଧ୍ୟ ଘରେ ରହିବାକୁ ଶ୍ରେୟ ମଣୁଛି ଠିକ୍ ସେତିକି ବେଳେ, ବିପଦରେ ପଡିଥିବା ବା ରକ୍ତଲାଗି ଚିତ୍କାର କରୁଥିବା ରୋଗୀକୁ କିଏ ବା ରକ୍ତ ଦେବାକୁ ଯିବ । […]

Continue Reading

ମାଆ ତାରିଣୀଙ୍କ ପାଦରେ କରୋନା ବେଢି , ତ୍ରାଣକର୍ତ୍ତୀ ଆଜି ପରିତ୍ରାଣ ବିହୁନା

“ତାରିଣୀ’ ପୀଠରେ ଲକଡାଉନ ପ୍ରଭାବ ରୋଜଗାର ହରାଇଛନ୍ତି ଅନେକ ପରିବାର ଘଟଗାଁ :-ମାଆ ତାରିଣୀଙ୍କ ପାଦରେ କରୋନାର ବେଢି , ତ୍ରାଣକର୍ତ୍ତୀ ଆଜି ସତେଅବା ପରିତ୍ରାଣ ବିହୁନା ହୋଇ ଯାଇଛନ୍ତି । କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅନେକ ଲୋକ ନିଜର ଜିବନ ଜିବିକା ପାଇଁ ସଂଘର୍ଷ କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ର ମା\’ ତାରିଣୀ ପୀଠରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦିର୍ଘ […]

Continue Reading

ଏପରି ଗଲୁଆଯୁବକଙ୍କ ଠେଙ୍ଗାକୁ ହାଣିଦେଲେ ଦୁଷ୍କର୍ମ କମିବ ,ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

                                       ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ବାରିପଦା:- ଉଦଳା ଗ୍ରାମର ଗଲୁଆ ଯୁବକ ସତ୍ୟେନ୍ଦୁ ଜେନା । ଚାକିରୀ କରାଇଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ବାରିପଦା ସହର ୱାର୍ଡ ନମ୍ବର ୧୯ ଅଞ୍ଚଳର ଜଣେ ମହିଳା । ପିଡୀତଙ୍କ କହିବା ଅନୁଯାୟୀ […]

Continue Reading

ଜଣେ ଅସହାୟା ବୃଦ୍ଧା ମାଆକୁ ନୂଆ ଆଲୋକ ସେବକ ଆଶ୍ରମ ରେ ଅବସ୍ଥାପିତ କଲା

  ଯାଜପୁର – ନରସିହଂପୁର ଗ୍ରାମ ପଂଚାୟତର ଗ୍ରାମର ଜୈନେକ ବୃଦ୍ଧାଙ୍କୁ ନୂଆ ଆଲୋକ ଅନୁଷ୍ଠାନ ତରଫରୁ ଥଇଥାନ କରା୍‌ଯାଇଛି । ଲକଡାଉନ ସମୟରେ ଉକ୍ତ ନିଆଶ୍ରୀ ବୃଦ୍ଧାଙ୍କୁ ଅନୁଷ୍ଠାନ ତରଫରୁ ଆବଶ୍ୟକ ଅନୁସାରେ ଖାଦ୍ୟପେୟ ପ୍ରଦାନ କରାଯାଉଥିଲା । ତେବେ ଏଠାରେ ପ୍ରକାଶ କରାଯାଇ ପାରେ କି କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ପଂଚାୟତର ଗୈାରୀଶ୍ୟାମ ପାଟଣା ର କ୍ଷୀର ସାହୁ , ସ୍ୱା- ୰ନାରାୟଣ ସାହୁ, ଉକ୍ତ ବୃଦ୍ଧା ଜଣେ ଅସହାୟ ମହିଳା ହୋଇଥିବାରୁ […]

Continue Reading

ଜଣେ ମାନସିକ ବିକୃତ ପାଇଁ ନୂଆ ଆଲୋକର ଅନନ୍ୟ ସେବା

ଯାଜପୁର – ଏମିତି ବାରମ୍ବାର ନୂଆ ଅଲୋକ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସେବା କାର୍ଯ୍ୟକ୍ରମ ଆମ ନଜରକୁ ଆସୁଚି । ତେବେ ପୁନଶ୍ଚ ଏବଏ ଆଉ କିଛି ସେବାର ଅଧ୍ୟାୟ ଅନୁଷ୍ଟାନ ତା କାର୍ଯ୍ୟକ୍ରମ ସହିତ ସଂଯୋଗ କରିଛି । ଖବରରୁ ଯାହା ଜଣାଯାଏ ଦୀର୍ଘ ତିନି ମାସରୁ ଅଧିକ ସମୟ ଧରି ଲକଡାଉନ ଫଳରେ ଏଠି ସେଠି ମାଗି ଖାଉଥିବା ଜଣେ ମାନସିକ ବିକୃତ ବ୍ୟକ୍ତି ଅତ୍ୟନ୍ତ ଦୁଃଖ ଭିତରେ ଥିବା ବେଳେ ପ୍ରତ୍ୟେହ ନୂଆ […]

Continue Reading