ବିଶ୍ବର ପ୍ରଥମ କ୍ଷେପଣାସ୍ତ୍ର କାରଖାନା
ସମଗ୍ର ବିଶ୍ୱରେ ଯୁଦ୍ଧର ପଦ୍ଧତି ବଦଳି ଯାଇଛି । ପୂର୍ବରୁ ଯୁଦ୍ଧ ପାଇଁ ତୀର ଓ ଖଣ୍ଡା ବ୍ୟବହାର କରାଯାଉଥିଲା । ପରେ ବନ୍ଧୁକ ଓ ତୋପ ବ୍ୟବହାର କରାଗଲା । ଏବେ କିନ୍ତୁ କ୍ଷେପଣାସ୍ତ୍ର ଏବଂ ରକେଟ୍ ମାଧ୍ୟମରେ ଲଢେଇ ଚାଲୁଛି । ପ୍ରତ୍ୟକ ଦେଶ ନିଜ ପାଖରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ରଖିଥାନ୍ତି, ଯାହା ଦ୍ୱାରା ଶତ୍ରୁ ପକ୍ଷକୁ ପାଖରୁ ବିନାଶ କରାଯାଇପାରିବ। ସେହିପରି ଭାରତ ପାଖରେ ମଧ୍ୟ ଅନେକ କ୍ଷେପଣାସ୍ତ୍ର ରହିିଛି । […]
Continue Reading