କଦଳୀ ପତ୍ରରେ ଖାଇଲେ କଣ ଫାଇଦା ମିଳେ ?

ଭାରତୀୟମାନେ କଦଳୀ ପତ୍ରରେ ଖାଇବାର ଏକ ପରମ୍ପରା ରହିଛି। ବିଶେଷ ଭାବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ କଦଳୀ ପତ୍ରରେ ଖାଇବା ସୁସ୍ଥ ଓ ଶୁଭ ବୋଲି କୁହାଯାଏ। ଅଧିକାଂଶ ଦକ୍ଷିଣ ଭାରତୀୟ ଲୋକେ ସେମାନଙ୍କର ପର୍ବ ପର୍ବାଣୀରେ କଦଳୀ ପତ୍ରରେ ଭୋଜନ କରିଥାନ୍ତି। ଏହି ପତ୍ର କେବଳ ଖାଇବାରେ ନୁହେଁ, ରୋଷେଇ କରିବାରେ ଓ ସାଜ୍ଜ ସଜ୍ଜା କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଜାଣିଛନ୍ତି, ଏହି ପତ୍ର ଶରୀର ପ୍ରତି ଖୁବ୍ ହାଇଜେନିକ୍‌ । ଏଣୁ ଏଥିରେ ଭୋଜନ […]

Continue Reading

ଜାଣନ୍ତୁ ଦାନର ତିନୋଟି ବିଧି, ଆସନ୍ତୁ ଜାଣିବା କେଉଁ ତିନୋଟି ବିଧି

ହିନ୍ଦୁ ଧର୍ମଶାସ୍ତ୍ରରେ ଦାନ କରିବାକୁ ଶୁଭ ବୋଲି କୁହାଯାଇଥାଏ। ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ମତ ରହିଛି। ତେବେ ଦାନର ଶୁଭଫଳ ବିଷୟରେ ଆପଣଙ୍କୁ କିଛି ନା କିଛି ଜଣାଥିବ। କିନ୍ତୁ ଆପଣ ହୁଏତ ଏହାର କ୍ଷତି ବିଷୟରେ ଅବଗତ ନଥିବେ। ଅନେକ ସମୟରେ ଆପଣ ଏପରି କିଛି ଜିନିଷ ଦାନ କରି ବସନ୍ତି, ଯାହା ପାଇଁ ପରବର୍ତ୍ତୀ ସମୟରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ଏଥିପାଇଁ ଶାସ୍ତ୍ରରେ ଦାନର ତିନୋଟି ବିଧି କଥା […]

Continue Reading

ପଦ୍ମ ଫୁଲର ବିଶେଷତ୍ୱ

ଆମ ଦେଶର ଜାତୀୟ ଫୁଲ ପଦ୍ମ । ପୁରାଣ ଅନୁସାରେ ମାଆ ମହାଲକ୍ଷ୍ମୀଙ୍କର ଅତିପ୍ରିୟ ପଦ୍ମଫୁଲ । ପଦ୍ମ କେବଳ ପୂଜା ପର୍ବରେ ଲାଗେ ଆମେ ଜାଣିଥାଉ । କିନ୍ତୁ ପଦ୍ମର ଔଷଧୀୟ ଗୁଣ ସମ୍ବନ୍ଧରେ ଆମେ ଜାଣିଲେ ନିଶ୍ଚିତ ତାର ସୁଫଳକୁ କାର୍ଯ୍ୟରେ ଲଗାଇବା  । ପଦ୍ମଫୁଲର ପତ୍ର,ଫୁଲ,ମୁଳ ଆଦିର ଓøଷଧୀୟ ଗୁଣକୁ ନେଇ ପୁରାତନ ଯୁଗରୁ ବହୁ ବୈଦ୍ୟ ନାନା ମତ ଦେଇଛନ୍ତି । ସେଥି ମଧ୍ୟରୁ କିଛି ସଫଳ ଉପଚାର ସମ୍ପର୍କରେ ଆମେ […]

Continue Reading

ନପୁଂସକ କରିପାରେ ମୋବାଇଲ୍‌, କେମିତି ନିଶ୍ଚିତ ପଢ଼ନ୍ତୁ

ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‌ର ବ୍ୟବହାର କରିଲେ ତାହା ମନୁଷ୍ୟ ଶରୀରର କ୍ଷତି ଘଟାଇଥାଏ ବୋଲି କୁହାଯାଏ। ଏହା କେତେକ ରୋଗକାରକ ଓ ଶରୀରରେ ଜୈବିକ ପରିବର୍ତ୍ତନ ଆଣିଥାଏ ବୋଲି ମଧ୍ୟ କୁହାଯାଇଛି। ଏମ୍‌ସ ଏବଂ ମେଡିକାଲ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଆଇସିଏମ୍‌ଆରର ବୈଜ୍ଞାନିକ ଡାକ୍ତର ଆର୍‌.ଏସ୍‌. ଶର୍ମା କହିଛନ୍ତି ଯେ ଏମ୍‌ସରେ ଚାଲିଥିବା ଏହି ଗବେଷଣାର ଅନ୍ତିମ ପରିଣାମ ଆସିବାକୁ ତିନି-ଚାରି […]

Continue Reading

ଚା ପିଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି 5ଟି ଭୁଲ, ଦେଖାଦେବ ସ୍ଵାସ୍ଥ୍ୟକୁ ନେଇ ଏହି ସବୁ ସମସ୍ୟା

ବହୁତ କମ ଲୋକ ଅଛନ୍ତି ଯାହାଙ୍କୁ ଚା ପସନ୍ଦ ନୁହେଁ, ନହେଲେ ଚା ପିଇବା ବହୁତ ଲୋକମାନଙ୍କୁ ଭଲ ଲାଗେ । ଯେଉଁମାନେ ଚା ପିଅନ୍ତି ସେମାନେ ଚା ର ଅଭ୍ୟାସ ରେ ପଡି ଯାଇଥାନ୍ତି, ସେମାନେ ସବୁଦିନ ଗୋଟିଏ ଟାଇମରେ ହିଁ ଚା ପିଅନ୍ତି । କିଛିଟା କ୍ଷେତ୍ରରେ ଚା ଦେହ ପାଇଁ ଭଲ ଅଟେ ଏବଂ ଅନ୍ୟ କିଛି କ୍ଷେତ୍ରରେ ଚା ଦେହ ପାଇଁ ଖରାପ ହୋଇଥାଏ । ଚା ପିଇବା ର କିଛି […]

Continue Reading