ଡେନିମ ଜିନ୍ସର ଇତିହାସ !

ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗିଥାଏ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ନୀଳ ରଙ୍ଗ ବା ବ୍ଲୁ କଲର ଜିନ୍ସ ଥିବା ଦେଖିବାକୁ ମିଳେ। ପିଲାମାନଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ଡେନିମ ଜିନ୍ସ ସମସ୍ତଙ୍କ ପ୍ରିୟ। ଜିନ୍ସ ପିନ୍ଧିବା ନୂଆ ନୁହେଁ, କିନ୍ତୁ ଏହା ୧୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି। ଡେନିମ ଜିନ୍ସ ଅଫିସରୁ କଲେଜ, ବଜାର, ପାର୍ଟିରେ ମଧ୍ୟ ପିନ୍ଧାଯାଏ। ଆମେ ଆଲୋଚନା କରୁଥିବା ଜିନ୍ସ୍ରର […]

Continue Reading

ଆଜି ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ: ବିଶ୍ବରେ ୪୫ କୋଟି ଲୋକ ମାନସିକ ସମସ୍ୟାରେ ଆକ୍ରାନ୍ତ

କଟକ : ସୁସ୍ଥ ମଣିଷ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ଶରୀର ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଲୋକଙ୍କ ଭିତରେ ସଚେତନତାର ଘୋର ଅଭାବ ରହିଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣରୁ ଜଣାପଡିଛି ଯେ ସାରା ବିଶ୍ବରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ଵାରା ଆକ୍ରାନ୍ତ। ଭାରତ ବର୍ଷରେ ମାନସିକ ରୋଗୀଙ୍କ […]

Continue Reading

ଆସନ୍ତୁ ଜାଣିବା ଖାଇବା ପୂର୍ବରୁ ଏବଂ ଖାଇବା ପରେ କଣ କଣ ସବୁ ଖାଦ୍ୟ ଗ୍ରହଣ କରିବା ଉଚିତ

ପ୍ରତ୍ୟହ ଏମିତି ଖାଦ୍ୟ ଗ୍ରହଣ କରିବା ଉଚିତ ଯାହା ଆମ ଶରୀର ପାଇଁ ଉପଯୋଗୀ। ଅନୁପଯୁକ୍ତ ଖାଦ୍ୟ ବା ହଜମ ନ ହେବା ଖାଦ୍ୟ ଶରୀରରେ ଅନେକ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଖାଦ୍ୟ ଖାଇବା ଯେତିକି ଆବଶ୍ୟକ ହୋଇଥାଏ ଖାଦ୍ୟର ସଠିକ୍‌ ମାତ୍ରା ଗ୍ରହଣ କରିବା ମଧ୍ୟ ସେତିକି ଜରୁରୀ ହୋଇଥାଏ। ଖାଦ୍ୟ ଗ୍ରହଣ ନେଇ ସଚେତନ ହେବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଖାଇବା ପୂର୍ବରୁ ଏବଂ ଖାଇବା ପରେ କଣ […]

Continue Reading

କାହିଁକି ହୃଦ୍‌ଘାତ ସକାଳ ସମୟରେ ଅଧିକ ହୋଇଥାଏ ?

ନୂଆଦିଲ୍ଲୀ: ଆଜିକାଲି ହୃଦଘାତ ସମସ୍ୟା ଏକ ସାଧାରଣ ଘଟଣା । ଆଗରୁ ଆମେ ବୟସ୍କ ଲୋକଙ୍କୁ ହୃଦ୍‌ଘାତ ହେଉଥିବାର ଜାଣିଥିଲୁ କିନ୍ତୁ ଏବେ ଯୁବ ପିଢି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ସକାଳ ସମୟରେ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ଓ ଏଥିରୁ କେମିତି ରକ୍ଷା ପାଇ ପାରିବେ । ଗତ କିଛି ବର୍ଷ ହେବ ହୃଦଘାତର ସମସ୍ୟା ବହୁଳ […]

Continue Reading

ଛିଙ୍କିବା ବେଳେ ଆଶୀର୍ବାଦ ଦେବାର କାରଣ…

ଆମକୁ ଯେତେବେଳେ ଛିଙ୍କ ଆସିଥାଏ, ସେତିକିବେଳେ ଆମ ପାଖରେ ଥିବା ଗୁରୁଜନ ବା ବନ୍ଧୁସହୋଦରଙ୍କର ଠାରୁ ସାଧାରଣତଃ ଏକ ନିଆରା ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। କେହି ଛିଙ୍କିଲା ମାତ୍ରକେ ସେଠାରେ ଥିବା ଅନ୍ୟମାନଙ୍କ ପାଟିରୁ ସ୍ବତଃପ୍ରବୃତ୍ତ ଭାବେ ‘ବୁଢ଼ାଟିଏ ହୋଇଥାଅ’ ବା ‘ଦୀର୍ଘାୟୁ ଭବ’ ପରି ଆଶୀର୍ବାଦ ବାଣୀ ବାହାରି ଆସିଥାଏ। ଏହା ଏକ ପ୍ରଥାରେ ପାଲଟିଥିବା ବେଳେ ଏପରି ନିଆରା ଆଶୀର୍ବାଦ ପ୍ରଦାନ କେବେଠୁ ଆରମ୍ଭ ହେଲା ତାହାର କୌଣସି ସବିଶେଷ ବିବରଣୀ ନାହିଁ। ତେବେ […]

Continue Reading