କୋଲେଷ୍ଟ୍ରଲର ସଂକେତ ଦେଇଥାଏ ଏହି ୪ ଟି ଲକ୍ଷଣ
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀ କାରଣରୁ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେଉଁ କାରଣରୁ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ତେବେ ଏହି ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ହାଇ କୋଲେଷ୍ଟ୍ରଲ, ଯାହା ଶରୀରରେ ବଢିବା ଦ୍ୱାରା ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ ପରି ରୋଗ ସୃଷ୍ଟି କରେ । ତେବେ କୋଲେଷ୍ଟ୍ରଲ ହେଉଛି ଏକ ତେଲିଆ ଜାତୀୟ ପଦାର୍ଥ । ଯାହା ଆମ […]
Continue Reading