ଶେଷ ମ୍ୟାଚ୍ ରେ ସାଉଥ ଆଫ୍ରିକାକୁ ହରାଇ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ତୃତୀୟ ଦିନିକିଆ ମ୍ୟାଚ୍ ରେ ସାଉଥ ଆଫ୍ରିକାକୁ ପରାସ୍ତ କରିଛି ଭାରତ । ଶେଷ ମ୍ୟାଚ୍ ଜିତି ସିରିଜ ଜିତିଛି ଟିମ ଇଣ୍ଡିଆ । ଆଜି ଖେଳାଯାଇଥିବା ମ୍ୟାଚରେ ୭ ଓ୍ବିକେଟରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରିଥିବା ସାଉଥ ଆଫ୍ରିକା ଆଜି ଶହେ ରନ ମଧ୍ୟ କରିପାରିନଥିଲା । ୨୭.୧ ଓଭରରେ ୯୯ ରନରେ ଅଲାଉଟ୍ ହୋଇଯାଇଥିଲା ସାଉଥ ଆଫ୍ରିକା ଦଳ । ଭାରତ ପାଇଁ ସର୍ବାଧିକ ୪ ୱିକେଟ୍ କୁଲଦୀପ ଯାଦବ […]

Continue Reading

ଆଜିଠାରୁ କଳିଙ୍ଗରେ ଫୁଟ୍‌ବଲ୍‌ କମ୍ପନ

ଆମେରିକା ବିପକ୍ଷରେ ଖେଳି ପଦାର୍ପଣ କରିବ ଭାରତ ଭୁବନେଶ୍ବର : ବିଶ୍ବର ସବୁଠାରୁ ଲୋକପ୍ରିୟ ଖେଳର ବିଶ୍ବସ୍ତରୀୟ ପ୍ରତିଯୋଗିତା ମଙ୍ଗଳବାର ଭୁବନେଶ୍ବରରେ ପାଦ ଥାପିବ। ସୌନ୍ଦର୍ଯ୍ୟଭରା ଖେଳ ଫୁଟ୍‌ବଲ୍‌ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଖେଳାଯିବ ଭୁବନେଶ୍ବରରେ। ଦୀର୍ଘ ୨ ବର୍ଷ ପ୍ରତୀକ୍ଷାର ମଙ୍ଗଳବାର ଅନ୍ତ ଘଟିବ। କୋଭିଡ୍ ପାଇଁ ବାରମ୍ବାର ଘୁଞ୍ଚିଥିବା ଏହି ଫିଫା ଯୁବା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। କେବଳ କଳିଙ୍ଗ ନୁହେଁ, ପ୍ରତିଯୋଗିତାର ପ୍ରଥମ […]

Continue Reading

ଫିଫା ଯୁବା ବିଶ୍ବକପ୍‌: ଭାରତର କ୍ବାର୍ଟରଫାଇନାଲ୍‌ ପ୍ରବେଶ ଆଶାରେ ଡେନର୍ବି

ଭୁବନେଶ୍ବର : ମଙ୍ଗଳବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଥିବା ଫିଫା ଯୁବା ବିଶ୍ବକପ୍‌ (୧୭ ବର୍ଷରୁ କମ୍‌)ରେ ଭାରତ ପ୍ରଥମ ପଦାର୍ପଣ କରିବ। ଆୟୋଜକ ଦେଶ ଭାବେ ଭାରତ ଯୋଗ୍ୟତା ଅର୍ଜନ କରିଛି। ଭାରତକୁ କିନ୍ତୁ କ୍ବାର୍ଟରଫାଇନାଲ୍ ପ୍ରବେଶ କରାଇବା ଆଶାରେ ରହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଥମାସ୍ ଡେନର୍ବି। ‘ଆମେ ସମ୍ପୂର୍ଣ୍ଣ ଭାବେ ଏକାଗ୍ରତା ରଖିଛୁ ଏବଂ ଆଶାବାଦୀ ଅଛୁ ଭଲ ପ୍ରଦର୍ଶନ ଜରିଆରେ କିଛି ପଏଣ୍ଟ ଅର୍ଜନ କରିବାକୁ। ଆମେ କ୍ବାର୍ଟରଫାଇନାଲ୍ ପ୍ରବେଶ […]

Continue Reading

କିଶୋର କୁମାରଙ୍କ ବଙ୍ଗଳାକୁ ରେଷ୍ଟୁରାଣ୍ଟରେ ପରିଣତ କଲେ ବିରାଟ କୋହଲି

ମୁମ୍ବାଇ: ବିରାଟ କୋହଲି କ୍ରିକେଟ୍ ବ୍ୟତୀତ ଖାଦ୍ୟପାନୀୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି। ଯାହାର ଉଦାହରଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ତାଙ୍କର ଦିଲ୍ଲୀ ସହ ଭଲ ସମ୍ପର୍କ ରହିଥିବାରୁ ସେ ଖାଦ୍ୟକୁ ଭଲ ପାଇବା ଅନିବାର୍ଯ୍ୟ। ବୋଧହୁଏ ବହୁତ କମ ଲୋକେ ଜାଣିଥିବେ ଯେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଛଲେ ଭଟୁରା ବହୁତ ପସନ୍ଦ। କେବଳ ଏହି କାରଣରୁ ସେ କ୍ରିକେଟ୍ ବ୍ୟତୀତ ଖାଦ୍ୟ ଉପରେ ବ୍ୟବସାୟ କରିବାକୁ ଇଚ୍ଛା କରିଛନ୍ତି। ନିକଟରେ ବିରାଟଙ୍କ […]

Continue Reading

ଟି-୨୦ ବିଶ୍ଵକପ୍ ରୁ ବାଦ୍ ପଡ଼ିଲେ ବୁମରା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏ ନେଇ ଭାରତୀୟଙ୍କ ମନରେ ଉତ୍ସାହ ଭରି ରହିଥିବା ବେଳେ ଏବେ ଏକ ନିରାଶ କଲା ଭଳି ଖବର ସାମ୍ନାକୁ ଆସିଛି। ଖବର ମିଳିଛି ଯେ, ଟି-୨୦ ବିଶ୍ବକପରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମରା। ଏସିଆ କପ୍ ୨୦୨୨ରେ ଅଣ୍ଟାରେ ସମସ୍ୟା ହେତୁ ବାଦ୍ ପଡିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ସହ […]

Continue Reading