ଚାଷୀର ଅନାଗ୍ରହରେ ବିଲୁପ୍ତ ହେବାକୁ ଯାଉଛି ଦେଶୀ ଧାନ

ନୟାଗଡ଼ ଜିଲ୍ଲାରେ ଚାଷୀମାନେ ପାରମ୍ପରିକ ଦେଶୀଧାନ ପ୍ରତି ମୁହଁ ଫେରାଇ ନେଇ ସରକାରୀ ଧାନ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି। କେମିତି କମ୍ ପରିଶ୍ରମରେ ଅଧିକ ଫସଲ ଅମଳ ହେବ ସେହି ଉପାୟ ଏବେ ଚାଷୀଙ୍କୁ ଘାରିବାରେ ଲାଗିଛି। ନୟାଗଡ଼ ଜିଲ୍ଲାରେ ପ୍ରାୟ ୫ଦଶନ୍ଧି ପୂର୍ବେ ଦେଶୀଧାନ ଚାଷ କାରାଯାଉଥିଲା। ଏବେ ସେହି ଦେଶୀଧାନ ଗାଁ ଗହଳିରେ ଆଉ ଦେଖିବାକୁ ମିଳୁନାହିଁ। ଚାଷୀ ଅଧିକ ଅମଳ କରିବା ଆଶାରେ ସେହି ଦେଶୀଧାନକୁ ବୁଡ଼େଇ […]

Continue Reading