ଓଡିଶା ର ୩ ବର୍ଷ ର ବିସ୍ମୟ ବାଳକ ଯିଏ ୧ମିନିଟ ୪୦ ସେକେଣ୍ଡ ରେ ୬୦ ଟି କାର (Car) ବ୍ରାଣ୍ଡ ନାମ କହିଦିଅନ୍ତି

ବିଶେଷ

ଓଡିଶା ର ୩ ବର୍ଷ ର ବିସ୍ମୟ ବାଳକ ଯିଏ ୧ମିନିଟ ୪୦ ସେକେଣ୍ଡ ରେ ୬୦ ଟି କାର ବ୍ରାଣ୍ଡ ନାମ କହିଦିଅନ୍ତି  !

ଓଡିଶା କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡା ର ସାଇ ଅନିସ ପଟ୍ଟନାୟକ ( ଜନ୍ମ ଜୁଲାଇ ୪ , ୨୦୧୩ )  , ଏହି ୩ ବର୍ଷୀୟ ବିସ୍ମୟ ବାଳକ ବହୁତ କମ ବୟସ ରେ ନୂତନ ରାଷ୍ଟ୍ରୀୟ ରେକର୍ଡ ସୃଷ୍ଟି କରିଛନ୍ତି ! ସେ ୧ମିନିଟ ୪୦ ସେକେଣ୍ଡ ରେ ୬୦ ଟି କାର (CAR ) ବ୍ରାଣ୍ଡ ନାମ କହିଦିଅନ୍ତି !
ତାଙ୍କ ବାପା ସରୋଜ କୁମାର ପଟ୍ଟନାୟକ ଙ୍କ କହିବା ଅନୁସାରେ ଆନିସ ୨.୫ ବର୍ଷ ରୁ ହିଁ  CAR ପ୍ରତି ତାଙ୍କର ଉଦବେଗ ରହିଥିଲା ! ସେତେବେଳୁ ହିଁ ସେ ୪୦ କିସମ ର Car  ବ୍ରାଣ୍ଡ ମନେ ରଖିଥିଲେ !
ଓଡ଼ିଆ ମୋ ଭାଷା ପରିବାର ଅନିସ  ର ମଙ୍ଗଳମୟ ଭବିଷ୍ୟତ କାମନା କରୁଛି  ଜୟ ଜଗନ୍ନାଥ

Loading...
Share It
  • 13
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.