ବିଏସ୍‌ଏନ୍‌ଏଲ୍‌ର ୧୮ ଟଙ୍କିଆ ଅନ୍‌ଲିମିଟେଡ୍‌ ପ୍ୟାକ୍

ଦେଶ ବିଦେଶ

Image result for bsnl wallpaper

ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏହାର ୧୮ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ୧୮ ଟଙ୍କିଆ ଟାରିଫ୍ ଭାଉଚର୍‌ ବାବଦରେ ଘୋଷଣା କରିଛି। ଏଥିରେ ୨ ଦିନ ପାଇଁ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌, ଅନ୍‌ଲିମିଟେଡ୍‌ ଭିଡିଓ କଲ୍‌ ଏବଂ ଅନ୍‌ଲିମିଟେଡ୍‌ ଡାଟା ଉପଲବ୍ଧ ହେବ।

ବିଏସ୍‌ଏନ୍‌ଏଲ୍‌ ପ୍ରିମିୟମ୍‌ ରିଚାର୍ଜ ବିକଳ୍ପ ବାବଦରେ ମଧ୍ୟ ଘୋଷଣା କରିଛି ଯେଉଁଥିରେ ୧୮ ପ୍ରତିଶତର ଅତିରିକ୍ତ ଟକ୍‌ଟାଇମ୍‌ ମିଳିବ। ସେହିଭଳି ୧୮୦୧ଟଙ୍କାର ରିଚାର୍ଜ କଲେ ୨୧୨୫ ଟଙ୍କାର ଟକ୍‌ ଟାଇମ୍‌ ଏବଂ ୧୫ ଜିବିର ଡାଟା ରହିବ, ୧୨୦୧ ଟଙ୍କାର ରିଚାର୍ଜରେ ୧୪୧୭ ଟଙ୍କାର ଟକ୍‌ ଟାଇମ୍‌ ଏବଂ ୧୦ ଜିବିର ଡାଟା ପ୍ୟାକ୍‌ ରହିବ।

Loading...

ପୂର୍ବରୁ ସର୍ବାଗ୍ରେ ଥିବା ଟେଲିକମ୍ କମ୍ପାନୀ ଜିଓ ୧୯ ଟଙ୍କାର ପ୍ୟାକ୍ ବାବଦରେ ଘୋଷଣା କରିଥିଲା। ଏଥିରେ ଦୈନିକ ମାତ୍ର ୦.୧୫ ଜିବି ଡାଟା ଅଫର ଥିଲା। ଏହି ନୂତନ ଅଫର୍‌ ଆସନ୍ତା ଅକ୍ଟୋବର ପହିଲାରୁ ଅକ୍ଟୋବର ୧୮ ଯାଏ ସମଗ୍ର ଭାରତରେ ଉପଲବ୍ଧ ହେବ।

Loading...
Share It
  • 108
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.