ଯେପରି କି ଆପଣ ମାନେ ଜାଣି ଥିବେ କି ଆମ ଦେଶ ର ବିଭାଜନ ସମୟ ପରେ ପରେ ଭାରତ ଓ ପାକିସ୍ତାନ ହେଉଛନ୍ତି ବହୁତ ବଡ ଶତୃ । ଏବେ ବି ଏହି ଶତୃତା ବହୁତ ସମୟ ରେ ଭାରତ ପାକିସ୍ତାନ ମଧ୍ୟ ରେ ଦେଖିବା ପାଇଁ ମିଳି ଥାଏ । ଆଉ ବର୍ତ୍ତମାନର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଏବେ ଆହୁରି ଆକ୍ରୋସ ହୋଇ ଯାଇଛନ୍ତି । ତେବେ ଏପରି ବେଳେ ଆପଣ ମାନେ ଜାଣି ଥିବେ ଏହି କିଛି ଦିନ ତଳେ କିପରି ଭାବେ ସର୍ଜିକାଲ ଷ୍ଟ୍ରାଇକ୍ ରେ ଭାରତ ପାକିସ୍ତାନ କୁ ଜବାବ ଦେଇ ଥିଲା ଏମିତି ରେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ସେହି ପରି ହିଁ ଖବର ନେଇ ଆସିଛୁ ଯେଉଁ ଥିରେ ଭାରତ ପୁଣି ଥରେ ସେହି ପରି ଗୋଟିଏ ଜବାବ ଦେଇ ଥିବା ଜଣା ପଡ଼ିଛି । ସୂଚନା ଦେବା ପାଇଁ ଚାହିଁବୁ କି ପ୍ରତ୍ୟେକ ବର୍ଷ ଭାରତ ପାକିସ୍ତାର ତରଫ ରୁ ହୁସେନି ରେ ନିଜ ନିଜ ପତକା ଉଡା ଜାଇ ଥାଏ ଏମିତି ରେ ଏହା ସେହି ସ୍ଥାନ ଯେଉଁ ଠାରେ ପ୍ରତ୍ୟେକ ଭାରତୀୟ ଓ ପ୍ରତ୍ୟେକ ପାକିସ୍ତାନୀ ସେଠାକୁ ଦେଖିବା ପାଇଁ ଜାଇ ଥାନ୍ତି ଏମିତିରେ ବେଳେ ଏହି ବୁଧ ବାର ଦିନ ହେଉ ଥିବା ଏମିତି ଗୋଟିଏ ଉତ୍ସବ ରେ ଘଟଣା କିଛି ଅଲଗା ହୋଇ ଥିଲା ।
ଯେଉଁ ଥିରେ ଆପଣ ମାନଙ୍କୁ କହିବା ପାଇଂ ଚାହିଁବୁ । ଯେଉଁ ଭିଡିଓ ବହୁତ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଏମିତି ରେ କହିବା ପାଇଁ ଚାହିଁବୁ କି ସେହି ଭିଡ଼ିଓ ରେ ରହିଛି । ଯେଉଁ ଥିରେ ପ୍ରଥମେ ଦୁଇ ଦେଶ ର ଜବାନ ଦୁଇଟି ପତକା ନେଇ ଗର୍ବ ର ସହିତ ଇଡେଇବା ପାଇଁ ଲାଗି ଥିବା ବେଳେ ହଠାତ୍ ଭାରତ ଜଣେ ବିଏସ୍ ଏଫ ଜବାନ ଙ୍କୁ ପାକିସ୍ତାନୀ ଜବାନ ଧକ୍କା ମାରି ଥିଲେ ପରେ ଗୋଟିଏ ବଦଳ ରେ ଆମ ଭାରତୀୟ ବିଏସ୍ ଏଫ ତିନୋଟି ମୁକା ମାରି ସେହି ଥିରେ ମୁହଁ ତୋଡ ଜବାବ ଦେଇ ଛନ୍ତି । ତେବେ ଏମିତି ବେଳେ କିଛି ସମୟ ପାଇଁ ସେଠାରେ ଯୁଦ୍ଧ କ୍ଷେତ୍ର ହୋଇ ଜାଇ ଥିବା ବେଳେ ଲୋକ ମାନେ ଡରି ଜାଇ ଥିଲେ ଏମିତି ବେଳେ ସେଠାରେ ଥିବା ଦିଇ ଦଳ ର ଜବାନ ମାନେ ଜାଇ ସେମାନଙ୍କ ଗୋଣ୍ଡ ଗୋଳ କୁ ରୋଖଇ ଥିଲେ ।