ବିସ୍ମୟ ଜୀବନ : ମରିବାର ୮ ଘଣ୍ଟା ପରେ ପୁଣି ବଞ୍ଚିଲେ

ଦେଶ ବିଦେଶ ନ୍ୟୁଜ୍

 

 

Loading...

 

 

 

 

 

 

ଚଣ୍ଡିଗଡ଼: ଜଣେ ମହିଳା ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା ର ୮ ଘଣ୍ଟା ପରେ ସେ ପୁଣି ବଂଚି ଉଠିବା ପରି ବିସ୍ମୟ ଘଟଣା ସମସ୍ତଙ୍କୁ ହତଚକିତ କରାଇଛି , ପଞ୍ଜାବ ର ଇସଲାମାବାଦ୍‌ କଲୋନୀରେ ଘଟିଛି ଏହିପରି ଏକ ଅଭାବନୀୟ ଘଟଣା। ଗତ ସୋମବାର ରାତିରେ ମହିଳାଙ୍କର ହଠାତ୍‌ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା। ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷିତ କରିଥିଲେ। ପରିବାର ସଦସ୍ୟ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିବାବେଳେ ହଠାତ୍‌ ମହିଳା ଜଣକ ଉଠିବସିଥିଲେ। ସେ ସ୍ବର୍ଗ ବୁଲି ଆସିଥିବା କଥା କହିଥିଲେ। ତାଙ୍କ କଥାଶୁଣି ଉପସ୍ଥିତ ବନ୍ଧୁବାନ୍ଧବ ଚକିତ ହୋଇଥିଲେ। ତେବେ ଡାକ୍ତର କହିଛନ୍ତି ଯେ, ତାଙ୍କ ଶରୀରରେ ଶର୍କରାସ୍ତର କମ୍‌ ଥିବାରୁ ସେ ମୃତପ୍ରାୟ ବିହୋସ୍‌ ହୋଇପଡ଼ିଥିଲେ। କିନ୍ତୁ ପ୍ରଶ୍ନ ଉଠେ ମୃତ୍ୟୁ ର ୮ ଘଣ୍ଟା ପରେ କଣ ମହିଳା ଜଣଙ୍କର ଶର୍କରା ସ୍ତର ବଢିଗଲା , ନ ଏହା ଇଶ୍ଵରଙ୍କର ଏକ ମୃତ୍ୟୁ ନିର୍ବାଚନ ରେ ଭୁଲ ହୋଇଯାଇଥିଲା .

Loading...
Share It
  • 161
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.