ଗୀତାରେ ବର୍ଣ୍ଣନାନୁଯାୟୀ- ଭକ୍ତ କିପରି ହେବ ଦରକାର

ଜ୍ଞାନକୋଷ ଜ୍ଞାନକୋଷ

ଗୀତାରେ ବର୍ଣ୍ଣନାନୁଯାୟୀ- ଭକ୍ତ କିପରି ହେବ ଦରକାର

  • ଈଶ୍ୱରଙ୍କ ଉପରେ ଭରସା ରଖି ଅଭୟ ହୋଇଯିବା 
  • ଅନ୍ତଃକରଣରେ ଈଶ୍ୱରଙ୍କୁ ପ୍ରାପ୍ତ ପାଇଁ ଦୃଢନିଶ୍ଚିତ ହେବ
  • ତତ୍ୱ ଦୃଷ୍ଟିରେ ଈଶ୍ୱର ଙ୍କୁ ଜାଣିବା ପାଇଁ ପ୍ରତ୍ୟେକ ପରିସ୍ଥିତିରେ ସମଭାବ ରଖିବା
  • ସତ୍ତବିକା ଦାନଦେବା, ଇନ୍ଦ୍ରିୟ ମାନଙ୍କୁ ବଶୀଭୂତ କରିବା
  • ଶାସ୍ତ୍ରର ସିଦ୍ଧାନ୍ତ ଗୁଡିକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବା
  • ନିଜ କର୍ତବ୍ୟ ପାଳନ ସମୟରେ ଯାହା କଷ୍ଟ ଆସେ, ତାହାକୁ ପ୍ରସନ୍ନତା ସହିତ କରିବା
  • ତନୁ-ମନ-ବାଣୀରେ କୌଣସି କଥାକୁ ପ୍ରାଣୀକୁ କିଂଚିତ ମାତ୍ର କଷ୍ଟ ନଦେବା
  • ଯେଉଁ ପରି ଦେଖୁ ଶୁଣୁ ଓ ବୁଝୁ ଠିକ ସେହିପରି ଠିକ ଶବ୍ଦ ରେ କହିବା
  • ସମସ୍ତ ପ୍ରାଣୀଙ୍କୁ ଈଶ୍ୱରଙ୍କ ସ୍ୱରୂପ ବୁଝି କାହା ଉପରେ କେବେ କ୍ରୋଧ ନକରିବା
  • ସାଂସାରିକ କାମନା ସମୂହ କୁ ତ୍ୟାଗକରିବା
  • ଅନ୍ତଃକରଣ ରେ ରାଗ-ଦ୍ୱେଷ ଜନିତ ବିକାର ଉତ୍ପନ ନହେବା, ଚୁଗୁଲୀ ନକହିବା
  • ସମସ୍ତ ପ୍ରାଣୀଙ୍କ ଉପରେ ଦୟଭାବ ରଖିବା
  • ଅକର୍ତ୍ତବ୍ୟ କରିବାକୁ ଲଜ୍ୟା କରିବା ଶରୀର ଓ ବାଣୀରେ ପ୍ରଭାବ ଶାଳିହେବ
  • ନିଜ ଠାରେ ଦଣ୍ଡଦେବାର ସାମର୍ଥ୍ୟ ଥିଲେ ମଧ୍ୟ ଅପରାଧିର ଅପରାଧକୁ କ୍ଷମା କରିଦେବା
  • ସମସ୍ତ ପ୍ରକାର ପରିସ୍ଥିତି ରେ ଧୈର୍ୟ ରଖିବା
  • ଶରୀରକୁ ସୁଦ୍ଧା ରଖିବା ଓ ପ୍ରତିଶୋଧ ପରାୟଣ ନହେବା
  • ନିଜକୁ ଶ୍ରେଷ୍ଠ ବୋଲି ନ ଭାବୁଥିବ ଆଦି ଲକ୍ଷଣ ଥିବା ମଣିଷ ଭଗବାନ ଭକତବଳି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି

Loading...
Loading...
Share It
  • 41
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.