ଜମ୍ମୁକଶ୍ମୀରରେ ଓଲଟିଲା ସେନା ବସ: ୬ ଜଣ ଯବାନଙ୍କର ମୃତ୍ୟୁ
ଶ୍ରୀନଗର: ଜମ୍ମୁକଶ୍ମୀରରେ ଆଜି ଏକ ବଡଧରଣର ଦୁର୍ଘଟଣା ଘଟିଛି | ଜମ୍ମୁକଶ୍ମୀରର ପହଲଗାଁରେ ଏହି ଦୁର୍ଘଟଣା ଘଟିଛି। ଆଇଟିବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ) ଯବାନମାନଙ୍କୁ ନେଇ ଯାଉଥିବାବେଳେ ବସଟି ଚନ୍ଦନୱାଡି ଅଞ୍ଚଳରେ ଘାଟି ତଳକୁ ଖସିପଡିଥିଲା | ଏହି ଦୁର୍ଘଟଣାରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ମଧ୍ୟରେ ୬ଜଣ ଆଇଟିବିପି ଯବାନ ଥିବାବେଳେ ଜଣେ ଜମ୍ମୁକଶ୍ମୀର ପୁଲିସ କର୍ମଚାରୀ ରହିଛନ୍ତି | ସେହିପରି ୩୨ ଜଣ ଯବାନ ଆହତ ହୋଇଥିବାବେଳେ ଯେଉଁଥିରୁ ୬ ଜଣଙ୍କ […]
Continue Reading