ଲକ୍ ଡାଉନ ପରେ କଳିଙ୍ଗ ଯୁବକ ସଂଘର ଗରିବଙ୍କୁ ରନ୍ଧା ଖାଦ୍ୟ ବିତରଣ ୧୦ ଦିନରେ ପହଁଚିଲା

କଳିଙ୍ଗ ଯୁବକ ସଂଘ ଚଣ୍ଡିପୁର ତରଫରୁ ଲକ ଡାଉନ ହେବା ପରେ ଆଜିକୁ ୧୦ ଦିନ ହେବ ଅସହାୟ ଲେକାଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯାଉଛି । ଯାଜପୁର ଜିଲ୍ଲାର କୁଆଖିଆ ବଜାରସ୍ଥ ଅସହାୟ ଭୀକାରୀଙ୍କ ଠାରୁ ଆରମ୍ଭ କରି ହରିପୁର, ବ୍ରହ୍ମପୁର, କଂଟାବଣିଆ, ମୁଗୁପାଳ, ବରୁଆଁ ଆଦି ଭିଭିନ୍ନ ସ୍ଥାନରେ ଅସହାୟ, ଗରିବ, ଭିନ୍ନକ୍ଷମ, ଯେଉଁ ଆଦିବାସୀ ମାନେ ବାହାରୁ ଅସ୍ଥାୟୀ ଭାବେ ରହି କାମ କରିବାକୁ ଆସିଥିଲେ , ଏମିତି ଶହ ଶହ ଲେକାଙ୍କୁ ଯୁବକ […]

Continue Reading

ପରିବା ମାର୍କେଟ ବୁଲି ସଚେତନ କରାଇଲେ ଯାଜପୁର ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ

ଯାଜପୁର: ପରିବା ମାର୍କେଟ ବୁଲି ସଚେତନ କରାଇଲେ ଯାଜପୁର ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ । ନିୟମ ମାନ, ମାନିଲେ ବଞ୍ଚିବା , ଏପରି ବାର୍ତା ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯାଜପୁର ସହରରେ ଥିବା ପରିବାର ମାର୍କେଟ ବୁଲି ଲୋକମାନଙ୍କୁ ସଚେତନ କରାଇଛନ୍ତି । ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଜିଲ୍ଲାପାଳଙ୍କ ସହ ପରିବା ମାର୍କେଟରେ ଦୂରତା ବଜାୟ ରଖି ବ୍ୟବସାୟ କରିବାକୁ ପରିବା ଦୋକାନୀମାନଙ୍କୁ ନିର୍ଦେଶ ଦେଇଛନ୍ତି […]

Continue Reading

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଖୋଦ ବୋରିସ ଟ୍ୱିଟ କରି ସମଗ୍ର ବିଶ୍ୱକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ମୋ ଶରୀରରେ କିଛି ଫ୍ଲୁ ଜନିତ ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷା କରିବା ପରେ ମୁଁ କରୋନାରେ ସଂକ୍ରମିତ ଥିବା ସୂଚନା ମିଳିଛି। ବର୍ତ୍ତମାନ ମୁଁ ସେଲଫ ଆଇସୋଲେସନରେ ରହିଛି। କିନ୍ତୁ ମୁଁ ଦେଶବାସୀଙ୍କ […]

Continue Reading

ଚେତୁନି ଚାଇନା, ପୁଣି ଚଳାଇଛି ପଶୁପକ୍ଷୀଙ୍କ ଅଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଏହାର ସଠିକ୍‌ କାରଣ ଆଜି ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ପଶୁପକ୍ଷୀଙ୍କ ଯୋଗୁ ଏହା ବ୍ୟାପୁଛି ବୋଲି କୁହାଯାଉଛି। ଏତେ ଅବସ୍ଥା ପରେ ମଧ୍ୟ ଚାଇନା ଚେତୁନି। ଏକ ରିପୋର୍ଟ ଅନୁଯାୟୀ, ଏବେ ପଶୁପକ୍ଷୀଙ୍କ ଅନ୍ତ ଏବଂ ସିଙ୍ଘରୁ […]

Continue Reading

ଭୋକିଲା ମାଙ୍କଡ଼ଙ୍କୁ ଆହାର

ରସୁଲପୁର: କରୋନା ପ୍ରଭାବରେ ମଣିଷ ସହିତ ପରୋକ୍ଷରେ ପ୍ରାଣୀ ଜଗତ ବି ପ୍ରଭାବିତ ହୋଇଛି। ବୁଲା ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯାଜପୁର ଜିଲାର ମହାବିନାୟକ ପୀଠରେ ମାଙ୍କଡ଼ଙ୍କ ପାଇଁ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଏହି ସ୍ଥାନ ଜନଶୂନ୍ୟ ହୋଇପଡିଥିବାରୁ ଦୀର୍ଘ ୩/୪ଦିନ ହେବ ମାଙ୍କଡଙ୍କୁ ଖାଇବାକୁ ମିଳୁନାହିଁ। ଏହା ଜାଣିବା ପରେ ଅଂଶୁମାନ ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ ମହାବିନାୟକ ପୀଠରେ ପହଞ୍ଚତ୍ ସେଠାରେ ମାଙ୍କଡମାନଙ୍କୁ କଦଳୀ, ବିସ୍କୁଟ, ପାଉଁରୁଟି ପ୍ରଦାନ […]

Continue Reading