ଅଷ୍ଟମ ଫେଲ ହେଇଥିବା ଏହି ପିଲାଟି ହେଲା କୋଟିପତି , ମୁକେଶ ଅମ୍ବାନୀ ବି ତା ଗ୍ରାହକ

ବିଶେଷ

ଅଷ୍ଟମ ଫେଲ ହେଇଥିବା ଏହି ପିଲାଟି ହେଲା କୋଟିପତି , ମୁକେଶ ଅମ୍ବାନୀ ବି ତା ଗ୍ରାହକ

ବନ୍ଧୁଗଣ ସମସ୍ତଙ୍କ ବାପା ମା ନିଜ ପିଲାଙ୍କୁ ପାଠ ପଢ଼େଇ ବଡ ମଣିଷ କରିବାକୁ ଚାହାନ୍ତି କିନ୍ତୁ ବେଳେ ବେଳେ କିଛି ପିଲା ବାପା ମା ଙ୍କ ସ୍ବପ୍ନ ପୁରା କରିପାରନ୍ତି ନାହିଁ ! ସେଥିପାଇଁ କି ବାପା ମା ବହୁତ ଚିନ୍ତିତ ରୁହନ୍ତି ନିଜ ପିଲାଙ୍କ କେରିଅର କୁ ନେଇ ! କିନ୍ତୁ ମୁମ୍ବାଇ ରେ ରହୁଥିବା ଗୋଟେ ପିଲା ଭଲ ପାଠ ନ ପଢିକି ବି ନିଜ ବାପା ମା ଙ୍କ ମୁଣ୍ଡ ଗର୍ବ ରେ ଉଚ୍ଚା କରେଇ ପାରିଛି ! କେବଳ ଏତିକି ନୁହେ ଅଷ୍ଟମ ଶ୍ରେଣୀ ଫେଲ ହେଇଥିବା ଏହି ପିଲାଟି ଆଜି କୋଟିପତି ! ଦୁନିଆ ର ବଡ କମ୍ପାନୀ ବି ତାର ଗ୍ରାହକ !

Loading...

ଏହି କାହାଣୀ ହେଉଛି ମୁମ୍ବାଇ ରହୁଥିବା ତ୍ରିଶାନିତ ଆରଡ଼ ! ସ୍କୁଲ ଦିନରୁ ହିଁ ତ୍ରିଶାନିତ ପାଠ ପଢ଼ାରେ ଜମା ମନ ଦେଉନଥିଲା ତାଙ୍କ ଘରେ ସବୁ ବେଳେ ଚିନ୍ତିତ ରହୁଥିଲେ !

ତ୍ରିଶାନିତ ୨୩ ବର୍ଷ ବୟସ ରୁ ଜଣେ cyber Expert ହେଇଗଲେ ଆଉ ଆଜି ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି !

ମିଡ଼ିଆ ରିପୋର୍ଟ ଅନୁସାରେ ତ୍ରିଶାନିତ ଛୋଟ ବେଳରୁ ହିଁ କୋମ୍ପୁଟର ଆଡକୁ ଆକର୍ଷିତ ଥିଲେ ! ହେଁକିଙ୍ଗ ଦ୍ୱାରା ସେ ବଡ ବଡ କାମ କରିଦେଉଥିଲେ ଯାହା ଅନ୍ୟମାନେ ବି କରିପାରୁନଥିଲେ ! ତ୍ରିଶାନିତ ନିଷ୍ପତି ନେଲେ ଯେ ସେ ପାଠ ଛାଡି କୋମ୍ପୁଟର କୁ ଆହୁରି ଭଲ ସେ ଜାଣିବାକୁ ଚେଷ୍ଟା କଲେ ! ତାପରେ ସେ ନିଜେ ଛୋଟ ପ୍ରୋଜେକ୍ଟ ରେ କାମ କରିବା ଆରମ୍ଭ କରିଦେଲେ ! ସେଥିରୁ ତାଙ୍କର ପ୍ରଥମ ରୋଜଗାର ୬୦,୦୦୦ ଟଙ୍କା ହୋଇଥିଲା ! ତ୍ରିଶାନିତ ଏହା ପରେ ସାଇବେର ସିକୁରିଟି କମ୍ପାନୀ କରିବାକୁ ନିଷ୍ପତି ନେଇଥିଲେ ! ଆଜି ଟଙ୍କା କମ୍ପାନୀ ଟି.ଏସ. ସି ସିକୁରିଟି ସୋଲୁସନ ନାମରେ ଜଣା ଯାଏ !

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.