ନୂଆଦିଲ୍ଲୀ, ୧୪।୩ : ଅର୍ଥବିଲ୍ ଲୋକସଭାରେ ଧ୍ୱନୀମତରେ ଗୃହୀତ ହୋଇଛି। ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହା ସମ୍ପନ୍ନ ହୋଇଛି। ୨୦୧୮ ଏପ୍ରିଲ୍ ୧ ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ। ଗୃହରେ ବିଲ୍ ଉପରେ କୌଣସି ଆଲୋଚନା କରା ନ ଯାଇ ଏହାକୁ ଗୃହୀତ କରାଯାଇଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଗୋରଖପୁର ଉପନିର୍ବାଚନରେ ମତଗଣନାରେ ହୋଇଥିବା ଅନିୟମିତତା ନେଇ ଲୋକସଭାରେ ବିରୋଧୀ ଦଳଙ୍କ ପକ୍ଷରୁ ପାଟିତୁଣ୍ଡ ହୋଇଥିଲା।
Loading...
Loading...
Share It