କେଉଁ ତିନୋଟି ସଙ୍କେତ ଆପଣଙ୍କ ଜୀବନକୁ ଲାଭବାନ କରିଥାଏ ? ଆସନ୍ତୁ ସମ୍ପୂର୍ଣ ରୁପେ ଜାଣିବା

ଜ୍ଞାନକୋଷ ଜ୍ଞାନକୋଷ

Image result for maa laxmi wallpaper

ଆମ ଜୀବନ ବହୁତ କିଛି ଜିନିଷ ଓ ଘଟଣା ଘଟିବାରେ ସମୟ ବିତିଯାଏ । ଜୀବନରେ କିଛି ଘଟଣା ଘଟିବାର ବି କିଛି କାରଣ ଥାଏ ଓ ଏହି ଘଟଣା ଯୋଗୁଁ ଆପଣଙ୍କ ଜୀବନ ବି ପ୍ରଭାବିତ ହୋଇଥାଏ । ଜୀବନରେ କେତେକ ଘଟଣା ଆମ ପାଇଁ ଶୁଭ ହୋଇଥାଏ ତ କେତେକ ଘଟଣା ଆମ ପାଇଁ ଅଶୁଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଘଟଣା ବା ସଙ୍କେତ କହିବାକୁ ଯାଉଛୁ ଯାହା ହେବା ବହୁତ ଶୁଭ ହୋଇଥାଏ ଓ ଏଥିଯୋଗୁଁ ବ୍ୟକ୍ତିର ଭଲ ଦିନ ର ଆରମ୍ଭ ହେବାର ସଙ୍କେତ ଦେଇଥାଏ ।
ଆସନ୍ତୁ ଆମେ ସେହି ତିନୋଟି ଜିନିଷ ବିଷୟରେ ସମ୍ପୂର୍ଣ ରୁପେ କହିବାକୁ ଯାଉଛୁ ।

୧:- ଯଦି ଆପଣଙ୍କ ଘରେ ଚଟିଆ ଘର ବାନ୍ଧି ସେଥିରେ ଯଦି ଛୁଆକୁ ଜନ୍ମ ଦେଇଥାଏ ତ ତାହା ବହୁତ ଶୁଭ ବୋଲି କୁହାଯାଏ । ଏଭଳି ହେଲେ ଆପଣଙ୍କ ଘରେ ସମ୍ପତି ବଢିଥାଏ ।
୨:- ସକାଳେ ଯଦି ବିଲେଇ ଓ ତାର ଛୁଆ ଗୋଟିଏ ଜାଗାରେ ଥିବା ଦେଖିଲେ , ତାହା ଶୁଭ ସଙ୍କେତ ହୋଇଥାଏ । ଏହା ଘରେ ଖୁସି ଆସିବାର ସଙ୍କେତ ଦେଇଥାଏ ।
୩:- ଘରେ ଯଦି କଲା ଜନ୍ଦା ଗୁଡ଼ିକ ଏକାଠି ହୋଇ ଚାଲୁଥିଲେ ଏହା ମଧ୍ୟ ଶୁଭ ସଙ୍କେତ ବୋଲି କୁହାଯାଏ । ଏହା ଆପଣଙ୍କ ଆଗାମୀ ସମୟରେ ଧନ ଓ ର ଐଶ୍ୱର୍ଯ୍ୟ ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ ।
 

Loading...

ଆମେ ଆଶା କରୁଛୁ ଆପଣଙ୍କୁ ଏହା ନିଶ୍ଚୟ ଭଲ ଲାଗିଥିବ । ଆପଣଙ୍କ ମତାମତ comment ଜରିଆରେ ଆମକୁ ନିଶ୍ଚୟ ଜଣାନ୍ତୁ ।

Loading...
Share It
  • 103
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.