ଆଦିତ୍ୟ ଏବଂ ଫରହାନ୍‌ଙ୍କ ସହିତ ପ୍ରେମ ସମ୍ପର୍କ ନେଇ ଶ୍ରଦ୍ଧା କପୁର ନୀରବ

ସିନେମା

Image result for shradha ,aditya with farhanମୁମ୍ବାଇ, : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ରବିବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଭ୍କ ଅଭିନୀତି ଆଶିକ୍‌-୨ ବକ୍ସ ଅଫିସ୍‌ରେ ବେଶତ ସଫଳ ରହିଥିଲା। ବଲିଉଡ୍‌ର ଲଭର ବୟ ଆଦିତ୍ୟ ରାୟ କପୁରଙ୍କ ସହିତ ତାଙ୍କର ରୋମାନ୍ସ୍‌ ନେଇ ନାନା ଖବର ମିଳୁଥିଲେ ମଧ୍ୟ ଶ୍ରଦ୍ଧା ଏନେଇ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ପ୍ରଥମେ କ୍ୟାରୟରି ଏହାପରେ ପ୍ରେମ ବୋଲି ଏକ ସାକ୍ଷାତ୍‌କାରରେ ଶ୍ରଦ୍ଧା କହିଛନ୍ତି। ସେହିପରି ଫରହାନ୍‌ ଅଖତରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବାନେଇ ଖବର ଶୁଣିବାକୁ ମିଳୁଥିଲେ ମଧ୍ୟ ଏନେଇ ଶ୍ରଦ୍ଧାଙ୍କ ମୁହଁରୁ କୌଣସି ଉତ୍ତର ମିଳି ନ ଥିବା କୁହାଯାଉଛି।

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.