ରୂପା ବଂଶୀ: ବସ୍ତୁ ଶାସ୍ତ୍ର ଅନୁସାରେ ଘରର ସମୃଦ୍ଧି ପାଇଁ ବହୁତ ବ୍ୟକ୍ତି ବହୁତ ପ୍ରକାର ର ଜିନିଷ ଘରେ ରଖନ୍ତି . ପଇସା ରୋଜଗାର କରି ମଧ୍ୟ ଚଳିବାକୁ ଅଣ୍ଟୁ ନାହିଁ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ହେଉଛି ବଂଶୀ। ଏହି ବଂଶୀ ହିଁ ଆପଣଙ୍କୁ ସମୃଦ୍ଧି ଆଡ଼କୁ ବାଟ କଢ଼ାଇ ନେବ। କାରଣ ବଂଶୀ ଶ୍ରୀକୃଷ୍ଣଙ୍କର ସବୁଠାରୁ ପ୍ରିୟ ହୋଇଥିବାରୁ ପ୍ରକାରାନ୍ତରେ ଏହାକୁ ମା’ ଲକ୍ଷ୍ମୀଙ୍କର ଅଂଶ ବୋଲି କୁହାଯାଏ। ଧାତୁ ବିଶେଷରେ ରୁପାକୁ ଶୁଭ୍ର ଓ ଶ୍ରେଷ୍ଠ ବୋଲି ଶାସ୍ତ୍ର କହିଛି। ଏଣୁ ରୁପାର ବଂଶୀଟିଏ ଘରେ ରଖିଲେ, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ ବୋଲି ବାସ୍ତୁ ଶାସ୍ତ୍ର କୁହେ।
Loading...
Share It
- 15Shares