” ରାହୁଲ ସସ୍ମିତା ସହ ରାତି ଅଧରେ …. ୟା ଅର୍ଥ କଣ ? ତୁମର କଣ ଦୋଷ କରିଛି ମୁଁ ? ରିପୋର୍ଟର ରାହୁଲ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରାହୁଲ ସସ୍ମିତାକୁ ସହ ରାତି ଅଧରେ …. ୟା ଅର୍ଥ କଣ ? ତୁମର କଣ ଦୋଷ କରିଛି ମୁଁ ? ଏଭଳି ପଚାରୁଛନ୍ତି ରାହୁଲ । ହଁ ଦର୍ଶକବନ୍ଧୁ ଭାଇରାଲ ସସ୍ମିତା ଜେନା ଭାଇ କରିଥିବା ରାହୁଲଙ୍କ ଉପରେ ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ନେଇ ରାହୁଲ କେତେକ ବିଷୟ କହିଛନ୍ତି । ରାହୁଲଙ୍କ କହିବା ଅନୁସାରେ ସେ ସସ୍ମିତାକୁ ହୃଦୟରୁ ଭଉଣୀ କରିଛନ୍ତି ତେଣୁ ସେ ଯେମିତି ରାନୁ ମଣ୍ଡଲ ନ ହୁଅନ୍ତୁ ।
ତେଣୁ କରି ସଫଳତା ଆଡକୁ ସସ୍ମିତାଙ୍କୁ ଅଗ୍ରସର କରିବା ପାଇଁ ନିଜ କାମ ସାରି ଭାଇର ଦାୟିତ୍ଵ ତୁଲାଉଥିଲେ । ମାତ୍ର ସେ କେବେ ଭାବିନଥିଲେ କି ଜଣକର ଭଲ କରିବାକୁ ଯାଇ ତାଙ୍କୁ ଅପମାନକୁ ପିଇବାକୁ ପଡିବ ବୋଲି । ଯେବେ ସେ ପ୍ରଥମେ ସସ୍ମିତାଙ୍କୁ ଳିଙ୍ଗରାଜ ମନ୍ଦିରରେ ଦେଖିଥିଲେ ତେବେ ତାଙ୍କ ମୁହଁରେ ଥିବା ହସ ଭାଇର ଶବ୍ଦ ତାଙ୍କୁ ଆକର୍ଷିତ କରିଥିଲା ।
ପରେ ତାଙ୍କ ଘରକୁ ଦେଖି କୁନି ଝିଅର ପାଠପଢା ଯେମିତି ହେଲେ ହେଉ ବୋଲି ସସ୍ମିତାଙ୍କୁ ତାଙ୍କ କାମ ମାଧ୍ୟମରେ ଓଡିଶାବାସୀକୁ ପରିଚିତ କରିଥିଲେ । ମାତ୍ର ଆଜି ଲୋକେମାନେ ଯେପରି କହୁଛନ୍ତି ରାହୁଲ ସସ୍ମିତା ସହ ରାତି ଅଧରେ …… ୟା ଅର୍ଥ କଣ । ମୁଁ ଏଭଳି କଣ କରିଛି ତାହା କହି ରାହୁଲ କାନ୍ଦି ପକେଇଛନ୍ତି ।
ସସ୍ମିତା ତାଙ୍କୁ ରାକ୍ଷୀ ବାନ୍ଧିବେ ବୋଲି କହିଛନ୍ତି ତାହାର ଉତ୍ତରରେ ରାହୁଲ କହିଛନ୍ତି କି ସସ୍ମିତା ଭଉଣୀ ମତେ ରାଖୀ ବାନ୍ଧିବାକୁ ନିଶ୍ଚୟ ଆସନ୍ତୁ ଏଭଳି ଆସିବେ ଯେ ହାତରେ ରାକ୍ଷୀ ବାନ୍ଧିବା ସହ ଗାଲରେ ଦୁଇ ଚାପୁଡା ମାରିବେ । କାରଣ ମୁଁ ଯେଉଁ ଭଲ କାମ କରିବା ପାଇଁ ଆଗକୁ ବଢିଥିଲି ତାହା ବଦଳରେ ମୋ ସହ ଏଭଳି ହେବା ଉଚିତ୍ । ଆପଣ ଭାବୁଥିବେ ଏହା ପରେ ମୁଁ ଗରିବକୁ ସାହାଯ୍ୟ କରିବା ଛାଡିଦେବୀ କିନ୍ତୁ ମୁଁ ନିଶ୍ଚିତ କରିବି ।
ମୋ ପ୍ରାଣ ଥିବା ଯାଏ ମୁଁ କରିବି କିନ୍ତୁ ସସ୍ମିତା ଭଉଣୀଙ୍କ ପାଖକୁ ଯିବିନି କେବଳ ମୋ କାମ କରିବି । ଏଭଳି କେତେକ ବିଷୟ କହିଛନ୍ତି ରିପୋର୍ଟ ର ରାହୁଲ।