ଦେଶ ବିଦେଶ

ଏହି 4ଟି ମାସରେ ଜନ୍ମ ହୋଇଥିବା ଝିଅ ମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ମା ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି

ବନ୍ଧୁଗଣ ଶାସ୍ତ୍ର ରେ ନାରୀ ମାନଙ୍କ ଠାରେ ମା ଲକ୍ଷ୍ମୀ ଙ୍କ ବାସ ଥାଏ ବୋଲି କୁହା ଯାଇଛି । ଏଥିପାଇଁ ଯେବେ ଗୃହରେ ଝିଅ ଜନ୍ମ ନେଇଥାଏ ଲ୍କେ କୁହନ୍ତି କି ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଛି । ଝିଅ ମାନେ ଘର ପରିବାରରେ ସୁଖ ସମୃଦ୍ଧି ଆଣିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଝିଅ ମାନଙ୍କର ଜନ୍ମ ସହ ତାଙ୍କର ଜନିତ ବାର ମଧ୍ୟ ଭାଗ୍ୟଶାଳୀ ହୋଇଥାଏ । ଏମିତି କିଛି ମାସ ଅଛି ଯେଉଁ ମାସରେ ଜନିତ ଝିଅ ମାନେ ଭାଗ୍ଯବାନ ହେବା ସହ ଏମାନଙ୍କୁ ଭଲ ଶ୍ଵଶୁର ଘର ମିଳିଥାଏ । ଏମାନେ ମା ଲକ୍ଷ୍ମୀଙ୍କ ସ୍ଵରୁପା ହୋଇଥାନ୍ତି । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।

1- ଫେବ୍ରୁଆରି ମାସ : ଏହି ମାସରେ ଜନ୍ମିତ ଝିଅ ମାନଙ୍କର ସ୍ଵଭାବ ବିନମ୍ର ଓ ଧୀର ସ୍ଥିର ହୋଇଥାଏ । ଏମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଏହି ଝିଅ ମାନଙ୍କର ବାହାଘର ପରେ ଭଲ ଶ୍ଵଶୁର ମିଳିଥାଏ । ଏମାନଙ୍କ ଜୀବନରେ ସୁଖ ସମୃଦ୍ଧି ର କେବେ ବି ଅଭାବ ହୁଏ ନାହିଁ । ଏମାନଙ୍କର ଗ୍ରହ ର ଚଳନ ଏମାନଙ୍କ ପରିବାରକୁ ଲାଭ ଦେଇଥାଏ ।

2- ଏପ୍ରିଲ ମାସ : ଯେଉଁ ଝିଅ ମାନଙ୍କର ଜନ୍ମ ଏପ୍ରିଲ ମାସରେ ହୋଇଥାଏ ସେମାନେ ସାକ୍ଷାତ ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ମାସ ବହୁତ ଶୁଭ ହୋଇଥାଏ । ଏହି ମାସରେ ଜନ୍ମିତ ଝିଅ ମାନଙ୍କର ସ୍ଵଭାବ ଦ୍ରୁତ ହୋଇଥାଏ । ଯାହା ଦ୍ଵାରା ଏମାନଙ୍କୁ ସଫଳତା ମିଳିଥାଏ । ଏମାନଙ୍କର ଭାଗ୍ୟ ଉଚ୍ଚ ହୋଇଥାଏ ।

3- ଜୁନ ମାସ : ଯେଉଁ ଝିଅ ମାନେ ଜୁନ ମାସରେ ଜନ୍ମଗ୍ରହଣ କରିଥାନ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜନ୍ମିତ ଝିଅ ଶୁଭ ହୋଇ ନ ଥାନ୍ତି । କିନ୍ତୁ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି । ଏହି ମାସରେ ଜନ୍ମ ଲାଭ କରିଥିବା ଝିଅ ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି । ଏବଂ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରିଥାନ୍ତି ।

4- ସେପ୍ଟେମ୍ବର ମାସ : ଏହି ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀ ରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏହି 3 ଟି ଗ୍ରହଙ୍କର ମିଳନ ହୋଇଥାଏ । ଏହି କାରଣରୁ ଏହି ମାସରେ ଜନ୍ମିତ ଝିଅ ମାନେ ବହୁତ ଧନବାନ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ବଳରେ ସବୁ କିଛି ହାସଲ କରିଥାନ୍ତି । ଏମାନଙ୍କ ଜୀବନରେ କେବେ ବି କୌଣସି ଜିନିଷର ଅଭାବ ରୁହେ ନାହିଁ । ଏମାନଙ୍କର ବିବାହ କୌଣସି ଧନୀ ପାତ୍ର ସହ ହୋଇଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button