news

Vastu Tips : ଘରେ ଘଣ୍ଟାକୁ ଭୁଲରେ ବି ଏହି ଦିଗରେ ଲଗେଇବେ ନାହିଁ, ଘର ଉପରେ ପଡିଥାଏ ନକରାତ୍ମକ ପ୍ରଭାବ

ନମସ୍କାର ବନ୍ଧୁଗଣ , ଘରେ ଘଣ୍ଟା ର ଦିଗ ଠିକ ଆଡକୁ ଯଦି ଲଗା ଯାଇନଥାଏ । ତେବେ ଏହା ଆମ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକେଇ ଥାଏ । ଏହା ଆମ ଘରେ ବାସ୍ତୁ ଦୋଷ ଯୋଗୁ ହୋଇଥାଏ । ଆମେ କିପରି ଜାଣିବା ଯେ ଆମେ ଘରେ ବାସ୍ତୁ ଦୋଷ ରହିଛି ନା ନାହିଁ । ଯଦି ଆପଣଙ୍କ ଘରର ସୁଖ, ଶାନ୍ତି , ଉନତି ରେ ବାଧା ଦେଖାଯାଇଥାଏ । ଆପଣଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ ଓ ଘରର ସଦସ୍ୟ ମାନେ ଅନେକ ସମସ୍ୟା ଦେଇ ଗମନ କରିଥାଆନ୍ତି ।

ତେବେ ଆପଣ ଜାଣିପାରିବେ କି ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି । ଶାସ୍ତ୍ର ଅନୁସାରେ ଯଦି ଆମେ ଏହି ଛୋଟ ଛୋଟ ବିଷୟ ପ୍ରତି ଧ୍ୟାନ ଦେଇଥାଉ , ତେବେ ଏହି ଦୋଷ ରୁ ମୁକ୍ତି ପାଇଥାଉ । ତମ୍ବା ର ପାତ୍ରରରେ ଜଳ ପୁରାଇ ଟିକେ ହଳଦୀ ମିଶେଇ ଆପଣଙ୍କ ଖଟ ପାଖରେ ରଖିବେ ଓ ସକାଳେ ତାହାକୁ ତୁଲସୀ ଗଛରେ ଦେବେ ଏହା ଦ୍ଵାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ ।

ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରେ ଧନର ରଖିବାର ଭଣ୍ଡାର ରହିଥାଏ , ତେବେ ତାହା ସାମନାରେ ଏକ ଦର୍ପଣ କୁ ରଖି ଦେବେ ତାହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ବ୍ୟବସାୟୀ ମାନେ ଏହାକୁ କରିବା ଲାଭଦାୟକ ହୋଇଥାଏ । ଝାଡୁ କୁ କେବେ ବି ଘର ଭିତରେ ଖୋଲା କରି ରଖିବା ଅନୁଚିତ୍ ହୋଇଥାଏ ।

ଝାଡୁ କୁ ସବୁବେଳେ ଲୁଚେଇକି ରଖିବେ ରୋଷେଇ ଘରେ ଏହାକୁ ରଖିବା ଉଚିତ୍ ନୁହେଁ । ଘରର ସୁଖ , ସମବୃଦ୍ଧି ପାଇଁ ଘିଅ ଦେଇ ଦୀପ ଜଳିବ ଦରକାର ଏହା ଘର ପାଇଁ ଶୁଭ ହୋଇଥାଏ ଏବଂ ବାସ୍ତୁ ଦୋଷ ମଧ୍ୟ କମ୍ ହୁଏ । ଦୁର୍ଘଟଣା ରୁ ବଞ୍ଚିବା ପାଇଁ ହନୁମାନ ଚାଲିସା ପଡିବା ପରେ କର୍ପୁର ଜଳିବ ନିହାନ୍ତି ଦରକାର ।

ସୂର୍ଯ୍ୟ ଅସ୍ତ ପରେ କାହାକୁ କ୍ଷୀର ଦହି ଦେବା ଅନୁଚିତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟରେ ବାଧା ସୃଷ୍ଟି ହୋଇଥାଏ । ଘରେ ଭାଙ୍ଗି ଯାଇଥିବା ଦର୍ପଣ କୁ ରଖିବା ଅନୁଚିତ୍ ହୋଇଥାଏ । ମା ‘ ଲକ୍ଷ୍ମୀଙ୍କ ଦୟା ପାଇବାକୁ ହେଲେ ସବୁ ଦିନ ଶୋଇଲା ପୂର୍ବରୁ ରୋଷେଇ ଘରକୁ ଭଲଭାବରେ ସଫା କରନ୍ତୁ , ଏହା ଦ୍ଵାରା ମା ‘ ଲକ୍ଷ୍ମୀଙ୍କ ଦୟା ସର୍ବଦା ରହିଥାଏ । ଘରେ ଶୋଇବା କଠୋରୀରେ ଗଛ ଲଗେଇବା ଅନୁଚିତ୍ ହୋଇଥାଏ ।

କାରଣ ଏହା ଦ୍ଵାରା ନାକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ । ଶାସ୍ତ୍ର ଅନୁସାରେ ଗୋଲ ଆକାର ଘଣ୍ଟା କୁ ଶୁଭ ମାନା ଯାଇଥାଏ । ଘଣ୍ଟା ସହିତ ଫୋଟ ଲାଗିଥିବା ଘଣ୍ଟା ଲଗେଇବେ ନାହିଁ କାରଣ ଏହା ଅଶୁଭ ହୋଇଥାଏ । ଆପଣଙ୍କ ଜୀବନକୁ ବଦଳିବାକୁ ହେଲେ ଯେମିତି ନିଜକୁ ସଫା ଭଲ ଭାବରେ ଯତ୍ନ ନିଅନ୍ତି , ଠିକ ସେହି ପରି ଘଣ୍ଟା ର ଯତ୍ନ ତାହାକୁ ସଫା କରିବା ଦ୍ଵାରା ଆପଣଙ୍କ ମଙ୍ଗଳ ହୋଇଥାଏ । ଘଣ୍ଟା କୁ ଘରର ପୂର୍ବ , ପଶ୍ଚିମ ଦିଗରେ ଲଗେଇବେ । ମାତ୍ର ଦକ୍ଷିଣ ଦିଗ ଅଶୁଭ ହୋଇଥାଏ । ଘରେ କାଲେଣ୍ଡର କୁ ପୂର୍ବ ଓ ଉତ୍ତର ଦିଗ କୁ କେବେ ବି ଲଗେଇବେ ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Share It

Related Articles

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Back to top button