ମନୋରଞ୍ଜନ

ଫିଲ୍ମ ଶୁଟିଙ୍ଗ ବେଳେ ଆହତ ହେଲେ ବଲିଉଡ ର Big-B ଅମିତାଭ ବଚ୍ଚନ

ବଲିଉଡ ର ବିଗ-ବି ଅମିତାଭ ବଚ୍ଚନଙ୍କୁ ନେଇ ଆସିଲା ବଡ ଖବର । ଏକ ଫିଲ୍ମର ଶୁ-ଟି-ଙ୍ଗ ବେଳେ ଅମିତାଭ ବଚ୍ଚନ ଆ-ହ-ତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଶୁ-ଟି-ଙ୍ଗ ସେଟରେ ଏକ ଗୁ-ଳି ବିନିମୟ ସିନ୍ ଚାଲିଥିବା ବେଳେ ଏକ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇଥିଲେ ଅମିତାଭ ବଚ୍ଚନ । ଆଉ ଏହି ସମୟରେ ସେ ଆହତ ହୋଇଥିବା କହିଛନ୍ତି । ତେବେ ଏହି ଘଟଣା ସମ୍ବନ୍ଧରେ ବିଗ-ବି ନିଜର ବ୍ଲଗ ଜରିଆରେ ଜଣାଇଛନ୍ତି ।

ସେ କହିଛନ୍ତି କି, ହାଇଦ୍ରାବାଦରେ ଗୁ-ଳି ଚଳାଇବା ବେଳେ ସେ ଏକ ଦୁ-ର୍ଘ-ଟ-ଣାର ସମୁଖୀନ ହୋଇଥିଲେ । ଅମିତାଭ ସ୍ପଷ୍ଟ କରି କହିଛନ୍ତି କି, ତାଙ୍କର ଆଗାମୀ ଚଳଚ୍ଚିତ୍ର “ପ୍ରୋଜେକ୍ଟ କେ” ର ଏକ ଆକ୍ସନ ସିନ୍ ର ଶୁ-ଟି-ଙ୍ଗ ବେଳେ ସେ ଆ-ହ-ତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ଘରେ ବିଶ୍ରାମ ନେଉଛନ୍ତି ବୋଲି କହିଛନ୍ତି ଅମିତାଭ । ଅମିତାଭଙ୍କ କ୍ଷ-ତ ସ୍ଥାନରେ ବ୍ୟାଣ୍ଡେଜ କରା ଯାଇଥିବା ବେଳେ ବର୍ତ୍ତମାନ ସେ କଷ୍ଟ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ଏହାସହ ନିଃଶ୍ଵାସ ନେବା ବେଳେ ମଧ୍ୟ କଷ୍ଟ ହେଉଛି କହିଛନ୍ତି ବିଗ ବି । ଏବେ ଅମିତାଭ ବଚ୍ଚନଙ୍କୁ ସୁସ୍ଥ ହେବାକୁ କିଛି ସପ୍ତାହ ଲାଗିବ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି । ଅମିତାଭ ବଚ୍ଚନ ଆ-ହ-ତ ହେବା ପରେ ତାଙ୍କ ପାଇଁ ଫିଲ୍ମ ର ଶୁ-ଟି-ଙ୍ଗ କାମକୁ ସ୍ଥଗିତ ରଖାଯାଇଛି । ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ସୁଧୁରିବା ପରେ ସେ ପୁଣି ଥରେ ଶୁ-ଟି-ଙ୍ଗ ସେଟକୁ ଫେରିବେ ବୋଲି ସେ କହିଛନ୍ତି ।

ତେବେ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ମଧ୍ୟ ଅନେକ ଥର ଶୁ-ଟି-ଙ୍ଗ ବେଳେ ଅମିତାଭ ବଚ୍ଚନ ଦୁ-ର୍ଘ-ଟ-ଣାର ସମୁଖୀନ ହୋଇଥିବା ନଜର ରହିଛି ଓ ଏଥିପାଇଁ ଅନେକ ଫିଲ୍ମର ଶୁ-ଟି-ଙ୍ଗ କାମ ବନ୍ଦ ରଖିବାକୁ ପଡିଛି । ଅନେକ ଥର ଆ-ହ-ତ ହେବା ପରେ ଅମିତାଭ ବଚ୍ଚନ ସୁସ୍ଥ ହୋଇ ପୁଣି ଥରେ ସେଟକୁ ଫେରିଛନ୍ତି । ହେଲେ ଏବେ ତାଙ୍କୁ ଅନେକ ବୟସ ହେଲାଣି ତେଣୁ ଏବେକାର କଥା ସଂପୂର୍ଣ୍ଣ ଭିନ୍ନ । ଯୁବାବସ୍ଥାରେ ଶରୀରର ଶକ୍ତି ଓ ମନୋବଳ ଅଧକ ଥାଏ ।

କିନ୍ତୁ ଏବେ କିଛି ଘଟିଲେ ସୁସ୍ଥ ହେବାକୁ ପୂର୍ବ ଠାରୁ ଅଧିକ ସମୟ ଲାଗିବ । ତେଣୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସେ ଶୁ-ଟି-ଙ୍ଗ ସେଟକୁ ଫେରିବେ ବୋଲି କହିଛନ୍ତି । ଆମେ ଈଶ୍ବରଙ୍କ ଠାରେ ତାଙ୍କର ଆଶୁ ଆରୋଗ୍ଯ କାମନା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Share It

Related Articles

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Back to top button