ଅପରାଧ

ଭୁବନେଶ୍ୱରରେ ଜଘନ୍ୟ ହତ୍ୟାକାଣ୍ଡ: ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା ପରେ ଶବ ସହ ୩ ଦିନ ରହିଲା ସ୍ୱାମୀ – bajravana

[ad_1]

ଭୁ‌ବନେଶ୍ବର: ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସ୍ୱାମୀ ୩ଦିନ ପର୍ଯ୍ୟନ୍ତ ସ୍ତ୍ରୀର ମୃତଦେହ ସହିତ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଘରୁ ଦୁର୍ଗନ୍ଧ ବାହାରିବାରୁ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ।

ସୂଚନା ଅନୁସାରେ ମୈତ୍ରୀବିହାର ଥାନା ତାରିଣୀନଗର ଅଂଚଳରେ କୌଣସି କାରଣକୁ ନେଇ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛି। ଘରୁ ଦୁର୍ଗନ୍ଧ ବାହାରିଲା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଂଚି ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିବା ସହ ମୃତଦେହ ଜବତ କରିଛି। ସାଇଂଟିଫିକ୍ ଟିମ୍ ଛାନଭିନ୍ ଆରମ୍ଭ କରିଛି। ତେବେ ରାଜଧାନୀରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ନେଇ ଚର୍ଚ୍ଚା ଜୋର୍‌ ଧରିଛି।



[ad_2]

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button