ଓଡିଶା

ବ୍ୟାପୁଛି ଡାଇରିଆ : ୨ ମୃତ – bajravana

[ad_1]

ପୁରୀ ଜିଲ୍ଲା କଣାସ ବ୍ଲକ ଖଣ୍ଡହତା ଗାଁରେ ବଢିଚାଲିଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଖଣ୍ଡହତା ଗାଁରେ ଡାଇରିଆ କୋକୁଆ ଭୟ ଖେଳେଇବାରେ ଲାଗିଛି । ଜୀବନ ବଞ୍ଚିବା ପାଇଁ ପାଣିର ଆବଶ୍ୟକ । କିନ୍ତୁ ଦୂଷିତ ପାଣି ପିଇ ଲୋକଙ୍କ ଜୀବନ ଯାଉଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଥିବାବେଳେ ଆଗକୁ ସଂକ୍ରମଣ ବଢି ପାରେ ବୋଲି ମଧ୍ୟ ସୂଚନା ମିଳିଛି । ଲୋକମାନେ ଗାଁ ପୋଖରୀରେ ସମସ୍ତ କାର୍ଯ୍ୟ କରିବା ସହିତ ସେହି ପାଣିକୁ ଆଣି ପିଇବା ଓ ରାନ୍ଧିବା କାର୍ଯ୍ୟ କରିଥାନ୍ତି । ସେହି ଦୂଷିତ ପାଣି ପିଇ ଗ୍ରାମବାସୀ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button