ଓଡିଶା

ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ – bajravana

[ad_1]

ବର୍ଷା-ଅନୁଭବ ବିବାହ ବିଛେଦ ମାମଲାରେ ହାଇକୋର୍ଟଙ୍କ ନୋଟିସ | ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷଙ୍କୁ ନୋଟିସ | ପରିବାର ଅଦାଲତକୁ ରେକର୍ଡ ଦାଖଲ ପାଇଁ ମଧ୍ୟ ନିର୍ଦେଶ | ପରିବାର ଅଦାଲତ ବିବାହ ବିଛେଦ ଆବେଦନ ଖାରଜ କରିଥିଲେ | ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ | ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button