7 ଦିନ ପର୍ଯ୍ୟନ୍ତ ନିୟମିତ ଶୋଇବା ପୂର୍ବରୁ ଖାନ୍ତୁ ଗୋଟେ ରସୁଣ ପାଖୁଡା, ତାପରେ ଯାହା ହେବ ଆପଣ କେବେ ଭାବିବି ପାରିବେନି

ଜୀବନଚର୍ଯ୍ୟା

Image result for garlic eatingଆଜିକାଲି ବ୍ୟସ୍ତବହୁଳ ସମୟ ରେ ଲୋକେ କିଛି ସମସ୍ୟା କୁ ନେଇ ସର୍ବଦା ଚିନ୍ତିତ ରହିଥାନ୍ତି I କିନ୍ତୁ ଆମ କୁ ପ୍ରକୃତି କିଛି ଏପରି ଜିନିଷ ଦେଇଛି ଯାହା ଭୟଙ୍କର ରୁ ବି ଭୟଙ୍କର ରୋଗ କୁ ଭଲ କରିଥାଏ I ଆଜି ଆମେ ଯାହା ସମ୍ବନ୍ଧ ରେ ଆଲୋଚନା କରିବାକୁ ଯାଉଛେ ଏହା ହେଉଛି ଆମେ ନିୟମିତ ରୋଷେଇ ରେ ବ୍ୟବହାର କରୁଥିବା ସାମଗ୍ରୀ ରସୁଣ I ଯାହା କୁ ସ୍ୱାଦିଷ୍ଠ ଖାଦ୍ୟ ପାଁଇ ଲୋକେ ବ୍ୟବହାର କରିଥାନ୍ତି I

ରସୁଣ ଦ୍ୱାରା ଆମ ଶରୀର ର କୁ ଅନେକ ଫାଇଦା ରହିଥାଏ I ଆପଣ ବି ଏହା ର ଉପକାରିତା ସମ୍ପର୍କ ରେ ଶୁଣି ଆଶ୍ଚଯ୍ୟ ହେବେ I ରସୁଣ କୁ ଆପଣ ଅନେକ ଉପାୟ ରେ ଖାଇପାରିବେ ଓ ସବୁ ଖାଇବା ଉପାୟ ଉପରେ ଏହା ର ଉପକାରିତା ବି ନିର୍ଭର କରିଥାଏ I ରସୁଣ ରେ ଅନେକ ଔଷଧ୍ୟ ଗୁଣ ବି ରହିଥାଏ I ତେଣୁ ଏହା କୁ ଆୟୁର୍ବେଦ ରେ ଅନେକ ରୋଗ ର ଉପକାରିତା ପାଁଇ ବ୍ୟବହାର କରାଯାଇଥାଏ I

ପ୍ରଥମ – ଯଦି ଆପଣ ନିୟମିତ ରସୁଣ ର ଏକ ପାଖୁଡା ଏକ ଗ୍ଲାସ ଉଷୁମ ପାଣି ରେ ଖାଉଛନ୍ତି ତେବେ ଏହା ଆପଣ ଙ୍କ ର ଶରୀର ର ସବୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ I ଏବଂ ଶରୀର ସୁସ୍ଥ ରହିଥାଏ I

Loading...

ଦ୍ୱିତୀୟ -ନିୟମିତ ଏକ ରସୁଣ ଖାଇବା ଦ୍ୱାରା ଆପଣ ଙ୍କ ର ଶରୀର ର ରକ୍ତ ସଂଚାଳନ ସଠିକ ରହିଥାଏ I କୌଣସି ରୋଗ ର ଆଶଙ୍କା କମିଥାଏ I

ତୃତୀୟ – ନିୟମିତ ରାତି ରେ ଶୋଇବା ପୂର୍ବ ରୁ ଯଦି ଆପଣ ଏକ ରସୁଣ ଖାଉଛନ୍ତି ତେବେ ଶରୀର ର ରୋଗ ପ୍ରତିଷେଧକ ଶକ୍ତି ବଢିଥାଏ ଏବଂ ରୋଗ ର ମାତ୍ରା ଶରୀର ରୁ କମିଥାଏ I

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.