୩ପ୍ରକାର ଲୋକଙ୍କ ପାଇଁ ସେଓ ବିଷ ସମାନ, କେଉଁ ମାନଙ୍କ ପାଇଁ ଜଣାନ୍ତୁ

ଜୀବନଚର୍ଯ୍ୟା

Image result for eat appleଫଳ ମଧ୍ୟରୁ ସେଓକୁ ଶରୀର ପାଇଁ ସବୁଠାରୁ ଲାଭଦାୟକ ବୋଲି ଧରାଯାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ,ଫାଇବର,ଭିଟାମିନ୍‌ ସି,ଭିଟାମିନ ବି ଇତ୍ୟାଦି ତତ୍ତ୍ୱ ଏହାକୁ ଅଧିକ ଖାସ୍‌ ବନାଇଥାଏ । ଶରୀରିକ ଦୁର୍ବଳତା ଦୂର କରିବା ଏବଂ ରୋଗପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଆପଲ ଜୁସ୍‌ ଏବଂ ଆପଲ ସାଇଡ଼ର ଭିନେଗାର ଅଧିକ ଲାଭଦାୟକ ହୋଇଥାଏ । କିନ୍ତୁ ସବୁ ଲୋକଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇ ନ ଥାଏ । ଆସନ୍ତୁ ଜାଣିବା କେଉଁ ୩ ଜଣ ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ ।

୧.ମଧୁମେହ ରୋଗୀଙ୍କ ପାଇଁ ସେଓ ଖାଇବା ବିଷ ସମାନ ହୋଇଥାଏ । ମଧୁମେହ ରୋଗୀଙ୍କୁ ଖାଲି ପେଟରେ ଭୁଲରେ ବି ସେଓ ଖାଇବା ହାନିକାରକ ସାବ୍ୟସ୍ତ ହୋଇଥାଏ । ଏଥିରେ ଶର୍କରା ପରିମାଣ ଅଧିକ ଥିବାରୁ ଏହାକୁ ସେବନ କରିବା ଦ୍ୱାରା ରକ୍ତରେ ଶର୍କରାସ୍ତର ବଢ଼ିଥାଏ ।

୨. କିଛି ଲୋକ ଓଜନ କମ କରିବା ପାଇଁ ସେଓ ସେବନ କରିଥାନ୍ତି । କିନ୍ତୁ ଏଥିରେ କ୍ୟାଲୋରି ଏବଂ ଶର୍କରାର ମାତ୍ରା ଅଧିକ ଥିବାରୁ ଏହା ଶରୀରର ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ । ଓଜନ କମ କରିବା ପାଇଁ ଚାହୁଁଥିଲେ ସେଓ ଖାଇବା ବନ୍ଦ କରନ୍ତୁ ।

Loading...

୩. ଲୋକମାନଙ୍କର ହୃଦ୍‌ଜନିତ ସମସ୍ୟା ରହିଛି । ସେମାନଙ୍କୁ ଭୁଲରେ ମଧ୍ୟ ସେଓ ଖାଇବା ଉଚିତ୍‌ ନୁହେଁ । ଏଥିରେ ଫ୍ରୁକ୍ଟୋଜ୍‌ର ମାତ୍ରା ଅଧିକ ରହିଥାଏ, ଯାହା ଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।

Loading...
Share It
  • 137
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.