+୨ ନାମଲେଖା ଜୁଲାଇ ୨୦ ରୁ ଆରମ୍ଭ ହେବ ଆବେଦନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଘୋଷଣା

ଓଡିଶା ନ୍ୟୁଜ୍

ଭୁବନେଶ୍ୱର-ରାଜ୍ୟରେ +୨ ନାମଲେଖା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ମୁତାବକ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ ଛାତ୍ରଛାତ୍ରୀମାନେ +୨ ନାମଲେଖା ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ସାମ୍ସ ପୋଟାର୍ଲରେ ନାମଲେଖା ପାଇଁ ଆବେଦନ କରିପାରିବେ ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରି ନାହିଁ । ଆବଶ୍ୟକ ହେଲେ ଆବେଦନ ତାରିଖ ଘୁଞ୍ଚାଯିବ । ସିଟ୍ ସମସ୍ୟା ଉପୁଜିଲେ ଆବଶ୍ୟକ ସ୍ଥଳେ ସିଟ୍ ବଢ଼ାଯିବ ।’

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.