“ଆମରି ରକତ ଲାଗିବତ ଦିନେ ଜୀବନ ବଞ୍ଚିବା କାଳେ”
“ମହତ ଲୋକର ମହତ ଦାନ ଏ ସ୍ମୃତି ରହୁ ମହିତଳେ”
#JAJPUR_BLOOD_KING Sri Ganesh Sahoo
ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଳୟରେ #ପ୍ରମିଳା_ଜେନା ନାମକ ଜଣେ ମହିଳାଙ୍କ ଚିକିତ୍ସିତ
ହେଉ ଥିବା ସମୟରେ #ଗତକାଲି ଏକ ଗୋଟି ରକ୍ତ #ଗଣେଶ ଭାଇଙ୍କ ସହଯୋଗରେ ରୋଗୀଙ୍କ ପରିବାର ରକ୍ତ ପାଇଥିଲେ। ପୁନର୍ବାର ଆଜି ବି ମଧ୍ୟ ଏକ ଗୋଟି B+ve ରକ୍ତ ଆବଶ୍ୟକ ପଡ଼ିବାରୁ #ନୂଆ_ଆଲୋକ ଅନୁଷ୍ଠାନର #Ganesh ଭାଇଙ୍କୁ ଯୋଗାଯୋଗ କରିଥିଲେ। ଏହି ଖବର ଭାଇଙ୍କ ପାଖରେ ପହଞ୍ଚିବା ମାତ୍ରେ ଭାଇ ସଙ୍ଗେ ସଙ୍ଗେ #ଆଲୋକ_ଦାସ (B+ve) ଭାଇଙ୍କୁ ସାଥିରେ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡର ଠାରେ ତାଙ୍କର ବହୁମୂଲ୍ୟ ରକ୍ତଦାନ କରାଇଥିଲେ।
“ରକ୍ତଦାନ ଜୀବନ ଦାନ” ଉକ୍ତିକୁ ନିଜର ମୂଳମନ୍ତ୍ର ଭାବେ ଚିନ୍ତା କରି ଏହି ମହାନ କାର୍ଯ୍ୟ ପାଇଁ, #ALOK_DAS ଭାଇ ନିଶ୍ଚିତ ରୂପେ ଆଜିର ଯୁବ ସମାଜ ପାଇଁ ପ୍ରେରଣା ଯୋଗାଇବେ।
ଜୟ ଜଗନ୍ନାଥ
ବନ୍ଦେ ଉତ୍କଳ ଜନନୀ